ETV Bharat / sports

ବିଶ୍ବକପ: ଏକାଠି ମ୍ୟାଚ ଦେଖିଲେ ସୁନ୍ଦର-ସଚିନ - Pichai

ରବିବାର ଭାରତ-ଇଂଲଣ୍ଡ ମ୍ୟାଚ ଏକା ସାଥିରେ ଦେଖିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ କ୍ରିକେ୍ଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ।

ଡିଜାଇନ ଫଟୋ
author img

By

Published : Jul 1, 2019, 1:30 PM IST

ବର୍ମିଂହାମ: ରବିବାର ଭାରତ-ଇଂଲଣ୍ଡ ମ୍ୟାଚ ଏକା ସାଥିରେ ଦେଖିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ କ୍ରିକେ୍ଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଏହି ଫଟୋକୁ ଭାରତୀୟ କ୍ରିକେଟ ବୋର୍ଡ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ।

world cup
ଫଟୋ ସୌଜନ୍ୟ- ଟ୍ବିଟର ବିସିସିଆଇ

ଉଲ୍ଲେଖଥାଉ କି, ରବିବାର ମ୍ୟାଚରେ 31ରନରେ ପରାସ୍ତ ହୋଇଛି ଭାରତ । ଏହି ପରାଜୟ ସହ ଚଳିତ ବିଶ୍ବକପରେ ଭାରତର ଅପାରଜେୟ ଧାରା ଭାଙ୍ଗିଛି । ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ 4ର୍ଥ ସ୍ଥାନକୁ ଉଠି ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି ଘରୋଇ ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.