ETV Bharat / sports

ପର୍ଥ ଟେଷ୍ଟ: ଅଷ୍ଟ୍ରେଲିଆର ବଡ ବିଜୟ, 296 ରନରେ ହାରିଲା ନ୍ୟୁଜିଲାଣ୍ଡ - ପର୍ଥ ଟେଷ୍ଟ ଅଷ୍ଟ୍ରେଲିଆ ବିଜୟୀ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ 296 ରନର ବଡ ବ୍ୟବଧାନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

ଅଷ୍ଟ୍ରେଲିଆର ବଡ ବିଜୟ
ଅଷ୍ଟ୍ରେଲିଆର ବଡ ବିଜୟ
author img

By

Published : Dec 16, 2019, 12:18 AM IST

ପର୍ଥ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ 296 ରନର ବଡ ବ୍ୟବଧାନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡ ବିଜୟ ପାଇଁ 468 ରନ ଆବଶ୍ୟକ କରୁଥିଲା । ମାତ୍ର 171 ରନରେ ସମସ୍ତ ୱିକେଟ ହରାଇଥିଲା ୱିଲିୟମସନଙ୍କ ଦଳ । ନ୍ୟୁଜିଲାଣ୍ଡ ପକ୍ଷରୁ ବିଜେ ୱେଟଲିଙ୍ଗ 40 ଓ କଲିନ ଗ୍ରାଣ୍ଡହୋମ 33 ରନର ଇଂନିସ ଖେଳିଥିଲେ । ଅଷ୍ଟ୍ରେଲିଆର ମିଟେଲ ଷ୍ଟାର୍କ ଓ ସ୍ପିନର ନାଥନ ଲାୟନ ସର୍ବାଧିକ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପାଟ କମିନ୍ସ 2ଟି ୱିକେଟ ହାସଲ କରିଥିଲେ ।

ପୂର୍ବରୁ ପ୍ରଥମ ଇଂନିସରେ ମାର୍ନସ ଲବୁସାନଙ୍କ ଦମଦାର 143, ଟ୍ରାଭିସ ହେଡଙ୍କ 56 ଓ ସ୍ମିଥଙ୍କ 43 ରନ ବଳରେ ଅଷ୍ଟ୍ରେଲିଆ 416 ରନ କରିଥିଲା । ଜବାବରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ମାତ୍ର 166 ରନ କରିଆଲଆଉଟ ହୋଇଥିଲା । ମାଚିଲ ଷ୍ଟାର୍କ ଘାତକ ବୋଲିଂ କରି 5 ୱିକେଟ ଅକ୍ତିଆର କରିଥିଲେ । 2ୟ ଇଂନିସରେ ଅଷ୍ଟ୍ରେଲିଆ 217 ରନ କରି ନ୍ୟୁଜିଲାଣ୍ଡ ସାମ୍ନାାରେ 468 ରନର କଷ୍ଟକର ଲକ୍ଷ୍ୟ ରଖିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.