ETV Bharat / sports

ବକ୍ସିଂ ଡେ ଟେଷ୍ଟ: ସ୍ମୃତିରେ ସେହ୍ବାଗଙ୍କ 195 ରନର ଇଂନିସ - ବକ୍ସିଂ ଡେ ଟେଷ୍ଟ

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ଡିସେମ୍ବର 26ରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବକ୍ସିଂ ଡେ ଟେଷ୍ଟରେ ଠିକ 17 ବର୍ଷ ପୂର୍ବେ ଏକାକି 195 ରନର ଇଂନିସ ଖେଳିଥିଲେ । ଅଧିକ ପଢନ୍ତୁ...

17 years later, Australia match Sehwag's Boxing Day score at MCG
ବକ୍ସିଂ ଡେ ଟେଷ୍ଟ: ସ୍ମୃତିରେ ସେହ୍ବାଗଙ୍କ 195 ରନର ଇଂନିସ
author img

By

Published : Dec 26, 2020, 10:25 PM IST

ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟ ପ୍ରଥମ ଦିନ ଖେଳ ଶେଷ ହୋଇଛି । ଘରୋଇ ଅଷ୍ଟ୍ରେଲିଆକୁ 195 ରନରେ ଅଲଆଉଟ କରିଛି ଭାରତ । ତେବେ ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନକୁ ନେଇ ଏକ ବିରଳ ସଂଯୋଗ ଯୋଡି ହୋଇଛି ।

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ଡିସେମ୍ବର 16ରେ ଠିକ 17 ବର୍ଷ ପୂର୍ବେ ଏକାକି 195 ରନର ଇଂନିସ ଖେଳିଥିଲେ ।

ବର୍ଷ 2003/04ରେ ଭାରତର ଅଷ୍ଟ୍ରେଲିଆ ଗସ୍ତରେ ମେଲବୋର୍ଣ୍ଣରେ ଡିସେମ୍ବର 26ରେ ବକ୍ସିଂ ଡେ ଟେଷ୍ଟ ଖେଳିଥିଲା ଭାରତ । ଆକାଶ ଚୋପ୍ରାଙ୍କ ସହ ବୀରେନ୍ଦ୍ର ସେହ୍ବାଗ ଭାରତୀୟ ଇଂନିସର ଆରମ୍ଭ କରିଥିଲେ ।

5ଟି ଛକା ଓ 25 ଚୌକା ସହାୟତାରେ 233 ବଲରୁ ଧୁଆଁଧାର 195 ରନର ଇଂନିସ ଖେଳିଥିଲେ । ଏଥିସହ ମାତ୍ର 5 ରନ ପାଇଁ ବକ୍ସିଂ ଡେ ଟେଷ୍ଟରେ ଦ୍ବିଶତକରୁ ବଞ୍ଚିତ ହୋଇଥିଲେ । ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ପରେ ପ୍ରଥମ ଇଂନିସରେ 366 ରନ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.