ETV Bharat / sports

ଅଷ୍ଟ୍ରେଲିଆ କ୍ରିକେଟ ମ୍ୟାଚ୍‌ ଭାରତରେ ପ୍ରସାରଣ କରିବ ଡିଜନି ଷ୍ଟାର

author img

By

Published : Jul 25, 2022, 12:33 PM IST

ଡିଜନି ଷ୍ଟାର ସହ ଚୁକ୍ତି କଲା କ୍ରିକେଟ ଅଷ୍ଟ୍ରେଲିଆ । କ୍ରିକେଟ ଅଷ୍ଟ୍ରେଲିଆ(CA) ଦେଶରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ଭାରତରେ ପ୍ରସାରଣ ପାଇଁ ଡିଜନି ଷ୍ଟାର ସହିତ 7 ବର୍ଷ ପାଇଁ ଚୁକ୍ତିନାମା କରିଥିବା ଘୋଷଣା କରିଛି । ଅଧିକ ପଢ଼ନ୍ତୁ

କ୍ରିକେଟ ଅଷ୍ଟ୍ରେଲିଆ ସହ ଚୁକ୍ତି: ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ ପ୍ରସାରଣ ବିଡ୍‌ ହାତେଇଲା ଡିସନୀ ଷ୍ଟାର୍‌

ମେଲବର୍ଣ୍ଣ: ଏଣିକି ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମ୍ୟାଚ୍‌ ଡିଜନି ଷ୍ଟାରରେ ଭାରତୀୟ ଦର୍ଶକ ଦେଖିପାରିବେ । କ୍ରିକେଟ ଅଷ୍ଟ୍ରେଲିଆ(CA) ଦେଶରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ଭାରତରେ ପ୍ରସାରଣ ପାଇଁ ଡିଜନି ଷ୍ଟାର ସହିତ 7 ବର୍ଷ ପାଇଁ ଚୁକ୍ତିନାମା କରିଥିବା ଘୋଷଣା କରିଛି । ଏହି ଚୁକ୍ତି 2023-24ରୁ ଆରମ୍ଭ ହେବ ।

  • We are delighted to announce a new association with Disney Star to broadcast Australian cricket throughout India and other territories across Asia! pic.twitter.com/LcdklSrU3T

    — Cricket Australia (@CricketAus) July 24, 2022 " class="align-text-top noRightClick twitterSection" data=" ">

ଭାରତରେ ବିଗ ବାସ ଲିଗ୍‌ ଓ ମହିଳା ବିଗ ବାସ ଲିଗ୍‌ ସହିତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରସାରଣ ହେବ । ଡିଜନି ଷ୍ଟାର ସୋନିର ସ୍ଥାନ ନେବ, ଯାହା ପାଖରେ 2017-18 ବର୍ଷରୁ ଏହି ଅଧିକାରୀ ରହିଥିଲା ।

କ୍ରିକେଟ ଅଷ୍ଟ୍ରେଲିଆ ସିଇଓ ନିକ ହକଲେ କହିଛନ୍ତି, "2023-24 ବର୍ଷରୁ ଡିଜନି ଷ୍ଟାର ସହିତ ଏହି ନୂଆ ଭାଗିଦାରୀ ଘୋଷଣା କରି ବହୁତ ଖୁସି । ଡିଜନି ଷ୍ଟାର ଭାରତରେ ଖେଳ ପ୍ରସାରଣରେ ଅନ୍ୟତମ ଅଗ୍ରଣୀ ସଂସ୍ଥା । ସେଥିପାଇଁ ଆମେ ତାଙ୍କ ସହିତ କାମ କରିବାକୁ ଉତ୍ସୁକ ।" ଡିଜନି ଷ୍ଟାର ନିକଟରେ 2023-27 ପର୍ଯ୍ୟନ୍ତ ଟି-20 ଇଣ୍ଡିଆନ ପ୍ରିମିୟର ଲିଗର ଟିଭ ପ୍ରସାରଣ ଅଧିକାର ମଧ୍ୟ ଜିତିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.