ETV Bharat / sports

Centurion Test: ଟିମ ଇଣ୍ଡିଆକୁ ବଡ ଝଟ୍‌କା, ଜଶପ୍ରୀତ ବୁମରା ଆହତ - ଜଶପ୍ରୀତ ବୁମରା ଆହତ ନ୍ୟୁଜ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଟିମର ଷ୍ଟାର୍‌ ବୋଲର ଜଶପ୍ରୀତ ବୁମରା ବୋଲିଂ କରୁଥିବା ସମୟରେ ଆହତ । ଅଧିକ ପଢନ୍ତୁ

big blow for team india as BCCI confirm Jasprit Bumrah injured
Centurion Test: ଟିମ ଇଣ୍ଡିଆକୁ ବଡ ଝଟ୍‌କା, ଜଶପ୍ରୀତ ବୁମରା ଆହତ
author img

By

Published : Dec 28, 2021, 5:39 PM IST

Updated : Dec 28, 2021, 6:23 PM IST

ସେଞ୍ଚୁରିଆନ: ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଟିମର ଷ୍ଟାର୍‌ ବୋଲର ଯଶପ୍ରୀତ ବୁମରା ବୋଲିଂ କରୁଥିବା ସମୟରେ ଆହତ ହୋଇଛନ୍ତି । ବୁମରାଙ୍କ ଡାହାଣ ଗୋଡ୍‌ରେ ଆଘାତ ଲାଗିଥିବା ଜଣାପଡିଛି ।

  • Update: Jasprit Bumrah has suffered a right ankle sprain while bowling in the first innings.

    The medical team is monitoring him at the moment.

    Shreyas Iyer is on the field as his substitute.#SAvIND

    — BCCI (@BCCI) December 28, 2021 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଟ୍ବିଟ୍‌ ଯୋଗେ ସ୍ପଷ୍ଟ କରିଛି । ମେଡିକାଲ ଟିମ ବୁମରାଙ୍କ ଆହତ ନେଇ ନୀରିକ୍ଷଣ କରୁଥିବାବେଳେ ଶ୍ରେୟସ ଆୟର ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଫିଲ୍ଡିଂ କରୁଛନ୍ତି ।

ଦକ୍ଷିଣ ଆଫ୍ରିକା ଇଂନିସର ଏକାଦଶତମ ଓଭରରେ ବୁମରା ଗୋଡରେ ଯନ୍ତ୍ରଣା ଅନୁଭବ କରିବା ପରେ ପଡିଆ ଛାଡିଥିଲେ ।

ପୂର୍ବରୁ ଭାରତୀୟ ଟିମ ପ୍ରଥମ ଇଂନିସରେ ୩୨୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଲୁଙ୍ଗି ନିଙ୍ଗିଡି ଘରୋଇ ଟିମ ପକ୍ଷରୁ ସର୍ବାଧିକ ୬ଟି ୱିକେଟ ହାତେଇଥିଲେ । ଭ୍ରମଣକାରୀ ଟିମ ପାଇଁ କେଏଲ ରାହୁଲ ୧୨୩ ରନ୍‌ର ଇଂନିସ ଖେଳିବା ସହ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2021, 6:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.