ETV Bharat / sports

ଦ୍ବେତସ୍ବାର୍ଥ ମାମଲାରେ TNCA ସଭାପତି ରୂପା ଗୁରୁନାଥ ଦୋଷୀ - Rupa Gurunath guilty

ବିସିସିଆଇ ନୈତିକତା ଅଧିକାରୀ ଡିକେ ଜେନଙ୍କ ଦ୍ବାରା ଦ୍ବେତସ୍ବାର୍ଥ ମାମଲାରେ ତାମିଲନାଡୁ କ୍ରିକେଟ ଆସୋସିଏସନ(TNCA)ର ସଭାପତି ରୂପା ଗୁରୁନାଥ ଦୋଷୀ ସାବ୍ୟସ୍ତ । ଅଧିକ ପଢନ୍ତୁ...

BCCI ethics officer finds Rupa Gurunath guilty of conflict of interest
ଦ୍ବେତସ୍ବାର୍ଥ ମାମଲାରେ TNCA ସଭାପତି ରୂପା ଗୁରୁନାଥ ଦୋଷୀ
author img

By

Published : Jun 3, 2021, 10:33 PM IST

ନୂଆଦିଲ୍ଲୀ: ବିସିସିଆଇ ନୈତିକତା ଅଧିକାରୀ ଡିକେ ଜେନଙ୍କ ବଡ ବୟାନ । ତାମିଲନାଡୁ କ୍ରିକେଟ ଆସୋସିଏସନ(TNCA)ର ସଭାପତି ରୂପା ଗୁରୁନାଥଙ୍କୁ ଦ୍ବେତସ୍ବାର୍ଥ ମାମଲାରେ ଦୋଷୀ ପାଇଛନ୍ତି ବିସିସିଆଇ ନୈତିକତା ଅଧିକାରୀ ।

TNCAର ସଭାପତିଙ୍କ ବ୍ୟତୀତ, ଗୁରୁନାଥ ଇଣ୍ଡିଆ ସିମେଣ୍ଟ ଲିମିଟେଡର ନିର୍ଦ୍ଦେଶକ ପଦରେ ମଧ୍ୟ ରହିଛନ୍ତି । ଏହି କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସକୁ ଚଳାଉଛି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଡିକେ ଜୈନଙ୍କ ଅନୁଯାୟୀ, ଏକ ସମୟରେ ପଦରେ ରହିବା ଦୈତସ୍ବାର୍ଥ ମାମଲା । ଫଳରେ ତାଙ୍କୁ ନୋଟିସ ଜାରି ହୋଇଛି ।

ଭାରତରେ କ୍ରିକେଟ ଆସୋସିଏସନରେ ପ୍ରଥମ ମହିଳା ସଭାପତି ଭାବେ ରୂପା ଗୁରୁନାଥ 2019ରେ ତାମିଲନାଡୁ କ୍ରିକେଟ ଆସୋସିଏସନର ମୁଖ୍ୟ ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.