ETV Bharat / sports

କ୍ରିକେଟର ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କୁ କୋରୋନା - କୋରୋନା ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । କୋରୋନାରେ ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନ, ଅଭ୍ୟାସ ମ୍ୟାଚ୍‌ରୁ ବାଦ୍‌ । ଅଧିକ ପଢନ୍ତୁ

କୋରୋନା ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ,ଟେଷ୍ଟ ମ୍ୟାଚରୁ ପଡିପାରନ୍ତି ବାଦ

author img

By

Published : Jun 21, 2022, 12:31 PM IST

ମୁମ୍ବାଇ: ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା । କୋରୋନାରେ ସଂକ୍ରମିତ ହେଲେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ । କୋରୋନାରେ ସଂକ୍ରମିତ ହେବା ପରେ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ସହ ଗସ୍ତ କରିପାରିନାହାନ୍ତି । ଜୁନ ୧୬ରେ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆ ମୁମ୍ବାଇ ଗସ୍ତ କରିଥିବାବେଳେ ଅଶ୍ବିନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ରହିଛନ୍ତି ।

ତେବେ ଜୁଲାଇ ୧ରୁ ଭାରତ ଇଂଲଣ୍ଡ ଟେଷ୍ଟମ୍ୟାଚ ଖେଳାଯିବାକୁ ସୂଚୀ ରହିଛି । ଫଳରେ ଜୁନ୍‌ 24ରୁ ଆରମ୍ଭ ହେବାକୁ ଥିବା 4 ଦିନିକିଆ ଅଭ୍ୟାସ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଅଶ୍ବିନ । ମାତ୍ର ଟେଷ୍ଟ ମ୍ୟାଚ୍‌ ପାଇଁ ସୁସ୍ଥ ହୋଇଥିବେ ବୋଲି ଅନୁମାନ କରାଯାଉଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଅସମାପ୍ତ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଏଜବାଷ୍ଟନରେ ଜୁନ୍ ୧ରୁ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.