ETV Bharat / sports

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା

author img

By

Published : Oct 5, 2022, 7:33 AM IST

ଲକ୍ଷ୍ନୌରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟିଦ ମୁସ୍ତାକ ଅଲି ଟ୍ରଫି । ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା କ୍ରିକେଟ ସଂଘ ୧୬ ଜଣିଆ ସ୍କ୍ବାଡ ଘୋଷଣା କରିଛି । ଅଧିକ ପଢନ୍ତୁ

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା
ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା

କଟକ: ଲକ୍ଷ୍ନୌରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟିଦ ମୁସ୍ତାକ ଅଲି ଟ୍ରଫି । ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା କ୍ରିକେଟ ସଂଘ ୧୬ ଜଣିଆ ସ୍କ୍ବାଡ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଭିଷେକ ରାଉତଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଏହା ସହିତ କିଛି ନୂଆ ଚେହେରାଙ୍କୁ ମଧ୍ୟ ଓଡିଶା କ୍ରିକେଟ ସଂଘ ଏହି ଟୁର୍ଣ୍ଣାମେଣ୍ଟରେ ସୁଯୋଗ ଦେଇଛି । ଆଶୀର୍ବାଦ ସ୍ବାଇଁ, ମୁସ୍ତାକ ବେଗ, ଓମ ଟି ମୁଣ୍ଡେ ଓ ସୁଶୀଲ ବାରିକଙ୍କୁ ନୂଆ ଚେହେରା ହିସାବରେ ଦଳରେ ସ୍ଥାନ ଦିଆଯାଇଛି ।

ସେହିପରି ଅଭିଜ୍ଞ ଖେଳାଳି ହିସାବରେ ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ଅଂଶୁମାନ ରଥ, ସୁଜିତ ଲେଙ୍କା, ସମୀର ମହାନ୍ତି ଏବଂ ରାକେଶ ପଟ୍ଟନାୟକ ଦଳରେ ରହିଛନ୍ତି । ସେହିପରି ବୋଲିଂ ଏବଂ ଅଲରାଉଣ୍ଡର ଲାଇନ ଅପ ପାଇଁ ରାଜେଶ ମହାନ୍ତି ,ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ତାରିଣୀ ସୋ ଓ ଜୟନ୍ତ ବେହେରା ଦଳରେ ସ୍ଥାନ ପାଇଛନ୍ତି ।

ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ

ଅଭିଷେକ ରାଉତ (ଅଧିନାୟକ), ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ଅଂଶୁମାନ ରଥ, ସୁଜିତ ଲେଙ୍କା, ସମୀର ମହାନ୍ତି, ରାକେଶ ପଟ୍ଟନାୟକ, ରାଜେଶ ମହାନ୍ତି ,ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ତାରିଣୀ ସୋ, ଜୟନ୍ତ ବେହେରା, ମୁସ୍ତାକ ବେଗ, ଓମ ଟି ମୁଣ୍ଡେ, ସୁଶୀଲ ବାରିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.