ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ମୁକାବିଲା ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଭାରତୀୟ କ୍ୟାପଟେନ ୟଶ ଦୁଲ୍ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଏକାଡେମୀ ଗ୍ରାଉଣ୍ଡ ନମ୍ବର ୨ ଦୁବାଇରେ ଏହି ମ୍ୟାଚ୍ ଖେଳାଯାଉଛି ।
ଭାରତୀୟ ଟିମ ଖେଳିଥିବା ପୂର୍ବ ମ୍ୟାଚ୍ରେ ପାକିସ୍ତାନ ଠାରୁ ଶେଷ ବଲ୍ରେ ପରାସ୍ତ ହୋଇଥିଲା । ଫଳରେ ଆଜିର ମ୍ୟାଚ୍ରେ ନିଶ୍ଚିତ ବିଜୟ ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ ।
-
In the final league game of #U19AsiaCup, India U19 have won the toss and opted to bowl first against Afghanistan U19. #BoysInBlue
— BCCI (@BCCI) December 27, 2021 " class="align-text-top noRightClick twitterSection" data="
Follow the action - https://t.co/dJGeSLJXTf pic.twitter.com/AL1oBEeoSA
">In the final league game of #U19AsiaCup, India U19 have won the toss and opted to bowl first against Afghanistan U19. #BoysInBlue
— BCCI (@BCCI) December 27, 2021
Follow the action - https://t.co/dJGeSLJXTf pic.twitter.com/AL1oBEeoSAIn the final league game of #U19AsiaCup, India U19 have won the toss and opted to bowl first against Afghanistan U19. #BoysInBlue
— BCCI (@BCCI) December 27, 2021
Follow the action - https://t.co/dJGeSLJXTf pic.twitter.com/AL1oBEeoSA
ଚୂଡାନ୍ତ ଏକାଦଶ:
ଭାରତ: ହରନୁର ସିଂହ, ଅଙ୍ଗକ୍ରୀଷ ରଘୁବଂଶୀ, ସାଇକ ରସିଦ, ୟସ ଦୁଲ୍(କ୍ୟାପଟେନ୍), ନିଶାନ୍ତ ସିନ୍ଧୁ, ରାଜ ବାୱା, ଆରାଧ୍ୟ ଯାଦବ(ୱିକେଟ କିପର), କୁଶାଲ ତାମ୍ବେ, ରାଜବର୍ଦ୍ଧନ ହଙ୍ଗରଗେକର, ଭିକି ଓସ୍ତୱାଲ, ରବି କୁମାର ।
ଆଫଗାନିସ୍ତାନ: ସୁଲିମନ ଏରବଜାଇ, ମହମ୍ମଦ ଇସାକ(ୱିକେଟ କିପର), ସୁଲିମାନ ସାଫି(କ୍ୟାପଟେନ୍), ଆଲା ନୁର୍, ଲିଆଜ ଅହମ୍ମଦ ଆଜାଦ, ଖାଇବର ୱାଲି, ଲିଆଜ ଅହମ୍ମଦ ଅହମଦଜାଇ, ଇଝାରୁହକ୍ ନବୀଦ, ନୁର ଅହମ୍ମଦ, ବିଲାଲ ସାମି, ଖଲେଲ ଅହମ୍ମଦ ।
ଏହାମଧ୍ୟ ପଢନ୍ତୁ: Yearender 2021: ବିଶ୍ବକ୍ରୀଡା ମଞ୍ଚରେ ଭାରତୀୟ ଆଥଲେଟ୍ଙ୍କ ଚମତ୍କାର
ଏହାମଧ୍ୟ ପଢନ୍ତୁ: U19 Asia Cup: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷ ବଲ୍ରେ ହାରିଲା ଭାରତ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ