ETV Bharat / sports

ଦ୍ବିତୀୟ ଟେଷ୍ଟ: 303ରେ ଅଲଆଉଟ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା - ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇଂନିସ 303 ରନ୍‌ରେ ଶେଷ । ଅଧିକ ପଢନ୍ତୁ...

2nd Test: England all out for 303, NZ lose early wicket
ଦ୍ବିତୀୟ ଟେଷ୍ଟ: 303ରେ ଅଲଆଉଟ୍‌ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା
author img

By

Published : Jun 11, 2021, 5:57 PM IST

ବର୍ମିଂହାମ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ପ୍ରଥମ ଇଂନିସ 303 ରନ୍‌ରେ ଶେଷ ହୋଇଛି । ଦଳ ପକ୍ଷରୁ ଓପନର ରରି ବର୍ଣ୍ଣସ ଓ ଲରେନ୍ସ ଇଂଲଣ୍ଡ ପାଇଁ ସଙ୍କଟ ମୋଚକ ସାଜିଥିଲେ । ରରି ବର୍ଣ୍ଣସ 81 ଓ ଲରେନ୍ସ 81 ରନ୍‌ର ଇଂନିସ ଖେଳି ଇଂଲଣ୍ଡକୁ ସୁବିଧା ସ୍ଥିତିରେ ପହଞ୍ଚାଇଛନ୍ତି ।

2nd Test: England all out for 303, NZ lose early wicket
ଟମ ଲାଥମଙ୍କୁ ୱିକେଟ ଦଖଲ ପରେ ଷ୍ଟୁଆର୍ଟ ବ୍ରଡ

ପ୍ରଥମ ଦିନ ଅପରାଜିତ ଥିବା ଡାନିଏଲ ରଲେନ୍ସ 124 ବଲ୍‌ରୁ 13 ଚୌକା ସହାୟତାରେ 81 ରନ ସଂଗ୍ରହ କରିବା ସହ ଅପରାଜିତ ରହିଥିଲେ । ମାର୍କ ଉଡ୍‌ 80 ବଲ୍‌ରୁ 7 ଚୌକା ସହ 41 ରନର ଉପଯୋଗୀ ଇଂନିସ ଖେଳିଥିଲେ । ଡୋମିନିକ ସିବଲେ 35 ଓ ଓଲି ଷ୍ଟୋନ 20 ରନର ଯୋଗଦାନ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ 4ଟି ଓ ମ୍ୟାଟ ହେନରୀ 3ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଛନ୍ତି ଷ୍ଟ୍ରୁଆର୍ଟ ବ୍ରଡ । ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭରୁ ଷଷ୍ଠ ଓଭରରେ ଟମ ଲାଥମଙ୍କ ୱିକେଟ ହରାଇଛି କିୱି ଟିମ୍‌।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.