ETV Bharat / sports

1ST ODIs: ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି - ଭାରତ ବନାମ ଶ୍ରୀଲଙ୍କା ଟସ୍‌

ପ୍ରଥମ ଦିନିକିଆରେ ଟସ ଜିତିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି । ଅଧିକ ପଢନ୍ତୁ...

1st ODIs: Sri Lanka won the toss opt to bat against india
ପ୍ରଥମ ଦିନିକିଆ: ଭାରତ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି
author img

By

Published : Jul 18, 2021, 3:08 PM IST

Updated : Jul 18, 2021, 3:36 PM IST

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ କଲମ୍ବୋରେ ଖେଳାଯାଉଛି । ଟସ୍‌(TOSS) ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଶିଖର ଧାୱନଙ୍କ ନେତୃତ୍ବରେ ପ୍ରଥମେ ଫିଲ୍ଡିଂ କରିବ ଭାରତ ।

ନିଜ ଜନ୍ମଦିନରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦିନିକିଆ କ୍ରିକେଟର ପ୍ରଥମ ମ୍ୟାଚ ଖେଳୁଛନ୍ତି । ଏହି ଦୁଇ ଖେଳାଳି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଫଟାଫଟ କ୍ରିକେଟରେ ନିଜର ଜଲୱା ଦେଖାଇସାରିଛନ୍ତି ।

ଦୀର୍ଘଦିନ ପରେ ଦୁଇ ଷ୍ଟାର ସ୍ପିନର ଯୋଡି କୁଲଦୀପ ଯାଦବ ଓ ଯୁଜଭେନ୍ଦ୍ର ଚହଲଙ୍କୁ ମଧ୍ୟ ଭାରତୀୟ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ଚୁ଼ଡାନ୍ତ ଏକାଦଶ:

ଶ୍ରୀଲଙ୍କା: ଅଭିସ୍କା ଫର୍ନାଣ୍ଡୋ, ମିନୋଦ ଭାନୁକା(ୱିକେଟ କିପର), ଭାନୁକା ରାଜପାକସା, ଧନଞ୍ଜୟ ଦି ସିଲଭା, ଚାରିଥ ଆସଲାଙ୍କା, ଦାସୁନ ସନକା(କ୍ୟାପଟେନ), ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ଇସୁରୁ ଉଦାନା, ଦୁଷ୍ମନ୍ତ ଚମୀରା, ଲକ୍ଷଣ ସନ୍ଦାକାନ ।

ଭାରତ: ଶିଖର ଧାୱନ(କ୍ୟାପଟେନ), ପୃଥ୍ବୀ ଶ, ଇଶାନ କିଶନ(ୱିକେଟ କିପର), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା, ଦୀପକ ଚହର, ଭୁବନେଶ୍ବର କୁମାର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 18, 2021, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.