ବ୍ୟାଙ୍କକ୍: ସ୍ପେନର କରୋଲିନା ମାରିନ ରବିବାର ଥାଇଲାଣ୍ଡ ଓପନର ମହିଳା ବର୍ଗରେ ତାଇ ଜୁ ୟିଙ୍କୁ ହରାଇ ଚମ୍ପିଆନ ହୋଇଛନ୍ତି ।
![Thailand Open: Carolina Marin claims title after beating Tai Ying in final](https://etvbharatimages.akamaized.net/etvbharat/prod-images/10363860_karolina-marin.jpg)
ଅଲମ୍ପିକ ଗୋଲ୍ଡ ବିଜେତା କରୋଲିନା ଫାଇନାଲ ମୁକାବିଲାରେ 21-19, 21-17 ସେଟ୍ରେ ବିଜୟୀ ହୋଇଛନ୍ତି । 48 ମିନିଟ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମୁକାବିଲାରେ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ବିଜୟ ହାସଲ କରିଛନ୍ତି ଭେଟେରାନ ସ୍ପେନ ସର୍ଟଲର।
-
Esto es increíble 🙈
— Carolina Marín (@CarolinaMarin) January 24, 2021 " class="align-text-top noRightClick twitterSection" data="
Trabajo en equipo ➡️🥇
Gracias por estar a mi lado ❤️
This is incredible 🙈
Teamwork ➡️🥇
Thank you for stay by my side ❤️#PuedoPorquePiensoQuePuedo #ToyotaThailandOpen #CourtsAreCalling pic.twitter.com/nEM6s10UgF
">Esto es increíble 🙈
— Carolina Marín (@CarolinaMarin) January 24, 2021
Trabajo en equipo ➡️🥇
Gracias por estar a mi lado ❤️
This is incredible 🙈
Teamwork ➡️🥇
Thank you for stay by my side ❤️#PuedoPorquePiensoQuePuedo #ToyotaThailandOpen #CourtsAreCalling pic.twitter.com/nEM6s10UgFEsto es increíble 🙈
— Carolina Marín (@CarolinaMarin) January 24, 2021
Trabajo en equipo ➡️🥇
Gracias por estar a mi lado ❤️
This is incredible 🙈
Teamwork ➡️🥇
Thank you for stay by my side ❤️#PuedoPorquePiensoQuePuedo #ToyotaThailandOpen #CourtsAreCalling pic.twitter.com/nEM6s10UgF
ଅନ୍ୟପଟେ ପୁରୁଷ ଏକକ ବର୍ଗର ଫାଇନାଲରେ ଡେନମାର୍କର ଭିକ୍ଟର ଆକ୍ସେଲସନ ନିଜର ଦେଶର ହାନ୍ସ-ଖ୍ରୀଷ୍ଟିଆନ ଭିଟିଙ୍ଗସଙ୍କୁ 21-11, 21-7ଙ୍କୁ ହରାଇ ଦ୍ବିତୀୟ ଥର ପାଇଁ ଥାଇଲାଣ୍ଡ ଓପନ ଟାଇଟେଲ ହାତେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ