ETV Bharat / sports

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସିଦ୍ଧାର୍ଥ-ସୁରେନ୍ଦ୍ର ଚମ୍ପିଆନ - ବ୍ୟାଡମିଣ୍ଟନ ଚମ୍ପିଆନସିପ

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିତ । ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ପ୍ରତିଯୋଗୀମାନଙ୍କୁ  ପୁରସ୍କୃତ କରିଥିଲେ। ।

state
ବ୍ୟାଡମିଣ୍ଟନ
author img

By

Published : Jan 13, 2020, 7:37 PM IST

ଢେଙ୍କାନାଳ: ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ଗତ 2 ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଯୋଗଦେଇ ଚମ୍ପିଆନ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଟଙ୍କଧର ବେହେରା ଓ ମଳୟ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସିଦ୍ଧାର୍ଥ-ସୁରେନ୍ଦ୍ର ଚମ୍ପିଆନ

ଚଳିତ ବର୍ଷ ସାଧାରଣ ବର୍ଗରେ କୋରାପୁଟର ସିଦ୍ଧାର୍ଥ ଓ ବଲାଙ୍ଗୀରର ସୁରେନ୍ଦ୍ର ଯୋଡି, ୪୦ରୁ ଉର୍ଦ୍ଧ୍ବ ବର୍ଗରେ ଜେଏସ ଶ୍ରବଣ କୁମାର ଓ ଶିବପ୍ରସାଦ ପାଢୀ, ୪୫ ବର୍ଷ ବର୍ଗରେ ତେଜ ବାହାଦୁର ଓ ଗୁରୁଙ୍ଗ ପ୍ରସାଦ ଚମ୍ପିଆନ୍ ହୋଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

Intro:
ଢେଙ୍କାନାଳ ଇନଡୋର ଷ୍ଟାଡିୟମରେ ଗତ ଦୁଇଦିନଧରି ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦଘାଟିତ ହୋଇଯାଇଛି।
Body:ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଯୋଗଦେଇ ଚମ୍ପିଆନ ପ୍ରତିଯୋଗୀମାନଙ୍କୁ  ପୁରସ୍କୃତ କରିଥିଲେ।ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଟଙ୍କଧର ବେହେରା  ଓ ମଳୟ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ବ୍ୟାଡମିଟନ ଚମ୍ପିଆନ ସିପରେ  କଟକ ଭୁବନେଶ୍ବର ଠାରୁ  ଆରମ୍ଭ କରି  ରାଜ୍ୟର ୫୦ଟି ଦଳ ସାମିଲ ଥିଲେ।

Conclusion:ଚଳିତ ବର୍ଷ  ସାଧାରଣ ବର୍ଗରେ  କୋରାପୁଟର ସିଦ୍ଧାର୍ଥ ଓ ବଲାଙ୍ଗୀରର ସୁରେନ୍ଦ୍ର ଯୋଡି, ୪୦ରୁ ଉର୍ଦ୍ଧ ବର୍ଗରେ ଜେଏସ ଶ୍ରବଣ କୁମାର ଓ ଶିବପ୍ରସାଦ ପାଢୀ,୪୫ ବର୍ଷ ବର୍ଗରେ ତେଜ ବାହାଦୁର ଓ ଗୁରୁଙ୍ଗ ପ୍ରସାଦ ଚମ୍ପିଆନ୍ ହୋଇଥିବା ଜଣାପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.