ETV Bharat / sports

ସାଉଥ ଏସିଆନ ଗେମସ: ବ୍ୟାଡମିଣ୍ଟନରେ ଭାରତକୁ 10 ପଦକ

author img

By

Published : Dec 6, 2019, 10:33 PM IST

ସାଉଥ ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣିମ ପ୍ରଦର୍ଶନ ଜାରି ରହିଛି । ଆଜି ଏକକ ବର୍ଗରେ 8ଟି ପଦକ ସହ ବ୍ୟାଡମିଣ୍ଟନରେ ମୋଟ 10 ଟି ପଦକ ହାତେଇଛି ।

ସାଉଥ ଏସିଆନ ଗେମସ
ସାଉଥ ଏସିଆନ ଗେମସ

ପୋଖରା: ସାଉଥ ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣିମ ପ୍ରଦର୍ଶନ ଜାରି ରହିଛି । ପୁରୁଷ ଓ ମହିଳା ଏକକ ବର୍ଗରେ ଅସ୍ମିତା ଚାଲିହା ଓ ସିରିଲ ବର୍ମା ଚମ୍ପିଆନ ହୋଇଛନ୍ତି । ଆଜି ଦିନରେ ଏକକ ବର୍ଗରେ 8ଟି ପଦକ ସହ ବ୍ୟାଡମିଣ୍ଟନରେ ମୋଟ 10 ଟି ପଦକ ହାତେଇଛି ।

South Asian Games
ସାଉଥ ଏସିଆନ ଗେମସ ପଏଣ୍ଟ ତାଲିକା

ଭାରତ 4ଟି ସ୍ବର୍ଣ୍ଣ ପଦକ ଜିତିବା ସହ 2ଟି ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଛି । ପୂର୍ବତନ ଜୁନିୟର ଚମ୍ପିଆନସିପ ରୌପ୍ୟ ପଦକ ବିଜେତା ସିରିଲ 17-21, 23-21, 21-13 ରେ ସେଟରେ ବିଜୟୀ ହୋଇଛନ୍ତି ।

ଅସ୍ମିତା ଅନ୍ୟତମ ଭାରତୀୟ ସର୍ଟଲର ଗାୟତ୍ରୀ ଗୋପିଚାନ୍ଦଙ୍କୁ 21-18, 25-23 ସେଟରେ ହରାଇ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.