ETV Bharat / sports

କୋରୋନା ସହାୟତା: ପୁଲେଲା ଗୋପିଚାନ୍ଦ ଦେଲେ 26 ଲକ୍ଷ - COVID-19 Pandemic

କୋରୋନା ମୁକାବିଲାରେ ସହାୟତାର ହାତ ବଢାଇଲେ ଭାରତୀୟ ଜାତୀୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ । ପୂର୍ବତନ ଅଲ ଇଂଲଣ୍ଡ ଚମ୍ପିଆନ ଗୋପୀଚାନ୍ଦ ନିଜ ସଞ୍ଚୟରୁ, ଦେଶର ଏପରି କଠିନ ସମୟରେ 26 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Pullela Gopichand donates
କୋରୋନା ସହାୟତା: 26 ଲକ୍ଷ ଦାନ କଲେ ଜାତୀୟ ବ୍ୟାଡମିଣ୍ଟନ କୋଚ ଗୋପୀଚାନ୍ଦ
author img

By

Published : Apr 7, 2020, 8:49 PM IST

ହାଇଦ୍ରାବାଦ: କୋରୋନା ମୁକାବିଲାରେ ସହାୟତାର ହାତ ବଢାଇଲେ ଭାରତୀୟ ଜାତୀୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ । ପୂର୍ବତନ ଅଲ ଲଂଲଣ୍ଡ ଚମ୍ପିଆନ ଗୋପିଚାନ୍ଦ ନିଜ ସଞ୍ଚୟରୁ, ଦେଶର ଏପରି କଠିନ ସମୟରେ 26 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଗୋପୀଚାନ୍ଦ କହିଛନ୍ତି "ମହାମାରୀ କୋରୋନା ମୁରାବିଲାରେ ମୋର ଏହି ଛୋଟ ସହାୟତା ।" ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 10ଲକ୍ଷ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 11 ଲକ୍ଷ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 5 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବ୍ୟାଡମିଣ୍ଟନ ଗୁରୁ ଗୋପୀଚାନ୍ଦ, ସମ୍ମାନ ଜନକ ଅର୍ଜୁନ ଆୱାର୍ଡ, ଦ୍ରୋଣାଚାର୍ଯ୍ୟ ଆୱାର୍ଡ ଓ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.