ETV Bharat / sports

ମୋଦିଙ୍କୁ ଭେଟିଲେ ବିଶ୍ବ ବିଜୟିନୀ ସିନ୍ଧୁ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ମଙ୍ଗଳବାର ଭାରତକୁ ଫେରିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ସିନ୍ଧୁ ଓ ତାଙ୍କ କୋଚ୍‌ ପୁଲେଲା ଗୋପିଚାନ୍ଦ୍ ।

author img

By

Published : Aug 27, 2019, 5:37 PM IST

ଫଟୋ ସୌଜନ୍ୟ- ଟ୍ବିଟର @narendramodi

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ମଙ୍ଗଳବାର ଭାରତ ଫେରିଛନ୍ତି ସିନ୍ଧୁ । ପ୍ରଥମେ କ୍ରୀଡାମନ୍ତ୍ରୀଙ୍କୁ ଭେଟିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ସିନ୍ଧୁ ଓ ତାଙ୍କ କୋଚ୍‌ ପୁଲେଲା ଗୋପିଚାନ୍ଦ୍ । ଏହି ଅବସରରେ ମୋଦି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଛନ୍ତି ପ୍ରଧାନମନ୍ତ୍ରୀ ।

PM Narendra Modi meets PV Sindhu
ଫଟୋ ସୌଜନ୍ୟ- ଟ୍ବିଟର @narendramodi

ପରେ ମୋଦି ଟ୍ବିଟ କରି ଲେଖିଛନ୍ତି, "ଜଣେ ଚମ୍ପିଆନ ଦେଶକୁ ସ୍ବର୍ଣ୍ଣ ଆଣି ଆସ ସମସ୍ତଙ୍କୁ ଗର୍ବିତ କରିଛନ୍ତି । ତାଙ୍କ ସହିତ ସାକ୍ଷାତ କରି ଖୁସି ଲାଗିଲା । ତାଙ୍କୁ ଶୁଭେଚ୍ଛା ଜଣାଇବା ସହଭବିଷ୍ୟତ ପାଇଁ ଶୁଭକାମନା କରୁଛି ।"

ସୂଚନାଯୋଗ୍ୟ, ରବିବାର ସୁଇଜରଲାଣ୍ଡର ବାସେଲଠାରେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ଫାଇନାଲ ମୁକାବିଲାରେ 21-7, 21-7 ସେଟରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ । ତେବେ ଏହି ବିଜୟ ପାଇଁ ସିନ୍ଧୁଙ୍କୁ ମାତ୍ର 36 ମିନିଟ ସମୟ ଲାଗିଥିଲା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.