ETV Bharat / sports

ପିବିଏଲ 2020: ଗୁରୁକନ୍ୟା ଗାୟତ୍ରୀ-ଶିଷ୍ୟା ସିନ୍ଧୁ ମୁହାଁମୁହିଁ

author img

By

Published : Jan 20, 2020, 4:47 PM IST

ଆଜିଠୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ(PBL) ର 5ମ ସଂସ୍କରଣ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ହଣ୍ଟରର୍ସ ପକ୍ଷରୁ ପିଭି ସିନ୍ଧୁ ଓ ଚେନ୍ନାଇ ସୁପରଷ୍ଟାର୍ଜ ପକ୍ଷରୁ ଯୁବ ଉଦୀୟମାନ ସର୍ଟଲର ଗୁରୁ ପି ଗୋପିଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପିଚାନ୍ଦଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

PBL 2020
ଗୁରୁକନ୍ୟା ଗାୟତ୍ରୀ-ଶିଷ୍ୟା ସିନ୍ଧୁ ମୁହାଁମୁହିଁ

ହାଇଦ୍ରାବାଦ: ଆଜିଠୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ(PBL) ର 5ମ ସଂସ୍କରଣ ଆରମ୍ଭ ହେଉଛି । ସେଥିପାଇଁ ହାଇଦ୍ରାବାଦର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି । ବିଶ୍ବର ସବୁଠୁ ଲୋକପ୍ରିୟ ବ୍ୟାଡମିଣ୍ଟନ ଲିଗ ପିବିଏଲ । ପ୍ରଥମ ଦିନରେ ହାଇଦ୍ରାବାଦ ହଣ୍ଟରର୍ସ ଓ ଚେନ୍ନାଇ ସୁପରଷ୍ଟାର୍ଜ ମଧ୍ୟରେ ଲଢେଇ ହେବ ।

PBL 2020
ହାଇଦ୍ରାବାଦ ହଣ୍ଟରର୍ସ

ତେବେ ହାଇଦ୍ରାବାଦ ହଣ୍ଟରର୍ସ ପକ୍ଷରୁ ପିଭି ସିନ୍ଧୁ ଓ ଚେନ୍ନାଇ ପକ୍ଷରୁ ଯୁବ ଉଦୀୟମାନ ସର୍ଟଲର ଗାୟତ୍ରୀ ଗୋପିଚାନ୍ଦଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ । ଗାୟତ୍ରୀ ଗୋପିଚାନ୍ଦ, ପିଭି ସିନ୍ଧୁଙ୍କ ଗୁରୁ ପି ଗୋପିଚାନ୍ଦଙ୍କ ଝିଅ । ଫଳରେ ଶିଷ୍ୟା ଓ ଗୁରୁ କନ୍ୟାଙ୍କ ମଧ୍ୟରେ ଏହି ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.