ETV Bharat / sports

ଆଜିଠୁ ହାଇଦ୍ରାବାଦରେ ପ୍ରିମିୟର ବ୍ୟାଡମିଣ୍ଟନ ଲିଗର 5ମ ସଂସ୍କରଣ

author img

By

Published : Jan 20, 2020, 8:54 AM IST

ଆଜିଠୁ ବିଶ୍ବର ସବୁଠୁ ଲୋକପ୍ରିୟ ବ୍ୟାଡମିଣ୍ଟନ ଲିଗ, ପ୍ରିମିୟର ବ୍ୟାଡମିଣ୍ଟନ ଲିଗ(PBL)ର 5ମ ସଂସ୍କରଣ ହାଇଦ୍ରାବାଦରେ ଆରମ୍ଭ ହେଉଛି। ପ୍ରଥମ ଦିନରେ ହାଇଦ୍ରାବାଦ ହଣ୍ଟରର୍ସ ପକ୍ଷରୁ ପିଭି ସିନ୍ଧୁ ଓ ଚେନ୍ନାଇ ସୁପରଷ୍ଟାର୍ଜ ପକ୍ଷରୁ ଯୁବ ଉଦୀୟମାନ ସର୍ଟଲର ଗାୟତ୍ରୀ ଗୋପୀଚାନ୍ଦଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ। ଗାୟତ୍ରୀ, ସିନ୍ଧୁଙ୍କ ଗୁରୁ ପି ଗୋପୀଚାନ୍ଦଙ୍କ ଝିଅ। ଅଧିକ ପଢନ୍ତୁ...

PBL 2020
ପ୍ରିମିୟର ବ୍ୟାଡମିଣ୍ଟନ ଲିଗ

ହାଇଦ୍ରାବାଦ: ଆଜିଠୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ(PBL) ର 5ମ ସଂସ୍କରଣ ଆରମ୍ଭ ହେଉଛି। ସେଥିପାଇଁ ହାଇଦ୍ରାବାଦର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ବିଶ୍ବର ସବୁଠୁ ଲୋକପ୍ରିୟ ବ୍ୟାଡମିଣ୍ଟନ ଲିଗ ପିବିଏଲ। ପ୍ରଥମ ଦିନରେ ହାଇଦ୍ରାବାଦ ହଣ୍ଟରର୍ସ ପକ୍ଷରୁ ପିଭି ସିନ୍ଧୁ ଓ ଚେନ୍ନାଇ ସୁପରଷ୍ଟାର୍ଜ ପକ୍ଷରୁ ଯୁବ ଉଦୀୟମାନ ସର୍ଟଲର ଗାୟତ୍ରୀ ଗୋପୀଚାନ୍ଦଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ। ଗାୟତ୍ରୀ ଗୋପୀଚାନ୍ଦ, ପିଭି ସିନ୍ଧୁଙ୍କ ଗୁରୁ ପି ଗୋପୀଚାନ୍ଦଙ୍କ ଝିଅ। ବ୍ୟାଡମିଣ୍ଟନର ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ ଜାନୁଆରୀ 24 ପର୍ଯ୍ୟନ୍ତ ଚାଲିବ।

PBL 2020
ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ

ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବର ଶ୍ରେଷ୍ଠ ବ୍ୟାଡମିଣ୍ଟନ ଖେଳାଳି ପରସ୍ପର ମୁହାଁମୁହିଁ ହେବେ। ଫଳରେ ଏନେଇ ଉତ୍ସାହିତ ଅଛନ୍ତି ବ୍ୟାଡମିଣ୍ଟନ ପ୍ରେମୀ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 7ଟି ଟିମ ରହିଛନ୍ତି। ହାଇଦ୍ରାବାଦ ହଣ୍ଟର୍ସ, ଚେନ୍ନାଇ ସୁପରଷ୍ଟାର୍ଜ, ଆୱାଧେ ୱାରିୟର୍ସ, ବେଙ୍ଗାଲୁରୁ ରାପ୍ଟର୍ସ, ମୁମ୍ବାଇ ରକେଟସ, ନର୍ଥ ଇଷ୍ଟନ ୱାରିୟର୍ସ ଓ ପୁନେ 7 ଏସ।

PBL 2020
ପ୍ରିମିୟର ବ୍ୟାଡମିଣ୍ଟନ ଲିଗ

ନଜର ପକାନ୍ତୁ କେଉଁ ଦଳରେ ରହିଛନ୍ତି କେଉଁ ଷ୍ଟାର ଖେଳାଳି:

ହାଇଦ୍ରାବାଦ ହଣ୍ଟରର୍ସ: ଅଲ ଇଂଲଣ୍ଡ ଓପନ ଚମ୍ପିଆନ ଭ୍ଳାଦିମିର ଲାଭନୋଭ ଓ ବିଶ୍ବ ବ୍ୟାଡମଣ୍ଟନ ମାନ୍ୟତାର 32 ନଂ ଖେଳାଳି ବେନ ଲେନ, ସିନ ଭେଣ୍ଡ୍ୟି ।

ବେଙ୍ଗାଲୁରୁ ରାପ୍ଟର୍ସ: ୱାର୍ଲ୍ଡ ଚମ୍ପିଆନସିପରେ ବ୍ରୋଞ୍ଜ ବିଜେତା ପି ସାଇ ପ୍ରଣୀତ।

PBL 2020
ପ୍ରିମିୟର ବ୍ୟାଡମିଣ୍ଟନ ଲିଗ

ଚେନ୍ନାଇ ସୁପରଷ୍ଟାର୍ଜ: ଲକ୍ଷ୍ୟ ସେନ, ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି, ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 26 ନଂ ଖେଳାଳି ଜେସିକା ପଗ୍‌,ଭାରତୀୟ ସର୍ଟଲର ସଞ୍ଜନା ସନ୍ତୋଷ, ସୁମିତ ରେଡ୍ଡି, ଧ୍ରୁବ କପିଳ।

ଆୱାଧେ ୱାରିୟର୍ସ: ଡେନିସ ସର୍ଟଲର କ୍ରିଷ୍ଟିନ୍ନା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.