ETV Bharat / sports

ପାରା ଶଟଲର୍ ପ୍ରମୋଦଙ୍କୁ କ୍ରୀଡାମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଓଡିଆ ପାରା ଶଟଲର ପ୍ରମୋଦ ଭଗତଙ୍କୁ କ୍ରୀଡାମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । 35 ଲକ୍ଷଟଙ୍କାର ପୁରସ୍କାର ରାଶି ପ୍ରଦାନ ।

author img

By

Published : Aug 28, 2019, 2:54 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଓଡ଼ିଆ ପାରା ଶଟଲର୍ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁଙ୍କ ସମ୍ବର୍ଦ୍ଧନା । ପ୍ରମୋଦଙ୍କୁ ମୋଟ ୩୫ଲକ୍ଷ ପୁରସ୍କାର ରାଶି ପ୍ରଦାନ କରିଛନ୍ତି କ୍ରୀଡାମନ୍ତ୍ରୀ । ପ୍ରମୋଦ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସିଙ୍ଗଲ୍ସ ଓ ଡବଲ୍ସରେ ହାସଲ କରିଥିଲେ ସ୍ବର୍ଣ୍ଣ ।

କ୍ରୀଡାମନ୍ତ୍ରୀ ପ୍ରମୋଦଙ୍କୁ ଦୁଇଟି ଚେକ ପ୍ରଦାନ କରିଛନ୍ତି । ପୁରୁଷ ଡବର୍ଲ୍ସ ପାଇଁ 15 ଲକ୍ଷ ଏବଂ ପୁରୁଷ ସିଙ୍ଗଲ୍ସ ପାଇଁ 20 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସେ ପୁରୁଷ ଡବଲ୍ସରେ ମନୋଜ ସରକାରଙ୍କ ସହ ଖେଳୁଥିଲେ । ଅଲ ଇଣ୍ଡିଆ ଫାଇନାଲ ମ୍ୟାଚରେ ଏହି ଦୁଇ ଖେଳାଳି ନିତେଶ କୁମାର ଏବଂ ତରୁଣଙ୍କ ଠାରୁ 14-21,21-15,21-16 ରେ ବିଜୟୀ ହୋଇଥିଲେ ।

ସେହିଭଳି ସେ ଇଂଲଣ୍ଡର ଡାନିଏଲ ବେଥେଲ 6-21,21-14,21-5 ଙ୍କୁ ହରାଇ ବିଜୟୀ ମୁକୁଟ ପିନ୍ଧିଥିଲେ । ନିକଟରେ ସେ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।

Intro:Body:

yuty

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.