ETV Bharat / sports

ମାଲେସିଆ ମାଷ୍ଟର୍ସ: ବିଜୟରୁ ଯାତ୍ରା ଆରମ୍ଭ କଲେ ସିନ୍ଧୁ - ମାଲେସିଆ ମାଷ୍ଟର୍ସ

ମାଲେସିଆ ମାଷ୍ଟର୍ସର ପ୍ରଥମ ମ୍ୟାଚରେ ବିଜୟୀ ହୋଇ 2ୟ ରାଉଣ୍ଡକୁ ଉନ୍ନିତ ହୋଇଛନ୍ତି ଅଲମ୍ପିଆନ ପିଭି ସିନ୍ଧୁ । ସେହିପରି ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ମଧ୍ୟ 2ୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

malaysia-masters-pv-sindhu-progresses-to-the-second-round
ମାଲେସିଆ ମାଷ୍ଟର୍ସ
author img

By

Published : Jan 8, 2020, 7:43 PM IST

କୁଆଲାଲାମ୍ପୁର: ନୂଆ ବର୍ଷରେ ବ୍ୟାଡମିଣ୍ଟନ ଷ୍ଟାରଙ୍କ ସଫଳତା । ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସର ପ୍ରଥମ ମ୍ୟାଚରେ ବିଜୟୀ ହୋଇ 2ୟ ରାଉଣ୍ଡକୁ ଉଠିଛନ୍ତି ଅଲମ୍ପିଆନ ପିଭି ସିନ୍ଧୁ । ସେହିପରି ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ମଧ୍ୟ 2ୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ।

malaysia-masters-pv-sindhu-progresses-to-the-second-round
ସାଇନା ନେହ୍ବାଲ

ତେବେ ସିନ୍ଧୁ ଋଷିଆର ଷ୍ଟାର ସର୍ଟଲର ଏବୋଗେନିଆ କୋସେଟ୍‌କାୟାଙ୍କୁ ସିଧାସଳଖ 21-15, 21-13 ସେଟରେ ପରାସ୍ତ କରିଛନ୍ତି । ସିନ୍ଧୁଙ୍କୁ ଏହି ବିଜୟ ପାଇଁ ମାତ୍ର 35 ମିନିଟ ସମୟ ଲାଗିଥିଲା । ଅନ୍ୟପଟେ ସାଇନା ନେହ୍ବାଲ ମଧ୍ୟ ଋଷିଆ ଖେଳାଳି ଲିଆନେ ଟନଙ୍କୁ ସିଧାସଳଖ 21-15, 21-17 ସେଟରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ।

Intro:Body:

Kuala Lumpur: Ace Indian shuttler PV Sindhu progressed to the next round of the ongoing Malaysia Masters badminton tournament, here on Wednesday.

Sindhu defeated Russia's Evgeniya Kosetskaya 21-15, 21-13 in the first round match that lasted 35 minutes.

Earlier in the day, Saina Nehwal also made it to the second round after defeating Lianne Tan 21-15, 21-17.

However, Sai Praneeth was knocked out in the first round. The 27-year-old faced a straight-game defeat at the hands of Denmark's Rasmus Gemke 11-21, 15-21.

On Tuesday, the Indian doubles pair of Satwiksairaj Rankireddy and Chirag Shetty crashed out of the tournament after losing to Malaysia's Ong Yew Sin and Teo Ee Yi.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.