ETV Bharat / sports

ମାଲେସିଆ ଓପନ୍‌: ପୁରୁଷ ବର୍ଗରେ ଲିନ ଡାନ ଓ ମହିଳା ବର୍ଗରେ ତାଇ ଜୁ-ୟଙ୍ଗ ଜିତିଲେ ଟାଇଟଲ - malaysia open title

ପାଞ୍ଚଥର ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନ ଲିନ୍‌ ଡାନ୍‌ ଓ ଦୁଇଥର ମାଲେସିଆ ଓପନ୍‌ ଜିତିଥିବା ତାଇ ଜୁ-ୟଙ୍ଗ 'ମାଲେସିଆ ଓପନ୍‌ ସିଙ୍ଗଲ୍‌ସ' ନିଜ ନାଁରେ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Apr 8, 2019, 1:24 AM IST

କୁଆଲାଲମ୍ପପୁର : ପାଞ୍ଚଥର ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନ ଲିନ୍‌ ଡାନ୍‌ 'ମାଲେସିଆ ଓପନ୍‌ ସିଙ୍ଗଲ୍‌' ନିଜ ନାଁରେ କରିଛନ୍ତି । 78 ମିନିଟ୍‌ର ଏହି ମୁକାବିଲାରେ ପ୍ରଥମ ରାଉଣ୍ଡରେ ହାରିବା ପରେ ମ୍ୟାଚ୍‌କୁ ନିଜ ଆୟତ୍ତକୁ ଆଣି ଏହି ବିଜୟ ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାର 16 ତମ ସ୍ଥାନରେ ଥିବା ଏହି 35 ବର୍ଷୀୟ ଖେଳାଳୀ 4ର୍ଥ ସ୍ଥାନରେ ଥିବା ଚେନ୍‌ ଲଙ୍ଗଙ୍କୁ 9-21, 21-7, 21-11 ପଏଣ୍ଟରେ ପରାସ୍ତ କରିଛନ୍ତି । ତେବେ ପୁରସ୍କାର ରାଶିରେ ଏହି 2 ଥରର ଅଲମ୍ପିକ୍‌ ବିଜେତା ଲିନ ଡାନଙ୍କୁ 49 ହଜାର ଆମେରିକୀୟ ଡଲାର ମିଳିଛି ।

  • RESULTS: #CAMO2019 Finals

    Men's Singles#CHN 🇨🇳 Lin Dan def. #CHN 🇨🇳 Chen Long 9-21 21-17 21-11

    Congratulations to #CHN 🇨🇳 Lin Dan for winning the Celcom Axiata Malaysia Open 2019 Men's Singles category. pic.twitter.com/CK4KuMf3XO

    — BAM (@BA_Malaysia) April 7, 2019 " class="align-text-top noRightClick twitterSection" data=" ">

ଅପର ପକ୍ଷେ ମହିଳା ସିଙ୍ଗଲ୍‌ସ ଫାଇନାଲ୍‌ରେ ତାଇଓ୍ବାନର ଟପ୍‌ ସିଡ୍‌ ତାଇ ଜୁ-ୟଙ୍ଗ ଜାପନର ଅକେନେ ୟାମାଗୁଚୀଙ୍କୁ 21-16,21-19 ପଏଣ୍ଟରେ ହରାଇ 3ୟଥର ପାଇଁ 'ମାଲେସିଆ ଓପନ୍‌' ନିଜ ନାମରେ କରିଛନ୍ତି ।

  • RESULTS: #CAMO2019 Finals

    Women's Singles#TPE 🇹🇼 Tai Tzu Ying def. #JPN 🇯🇵 Akane Yamaguchi 21-16 21-19

    Congratulations to #TPE 🇹🇼 Tai Tzu Ying for winning the Celcom Axiata Malaysia Open 2019 Women's Singles category. pic.twitter.com/GKG31P8Avs

ଟୁର୍ଣ୍ଣାମେଣ୍ଟର ଫଳାଫଳ:-

  • ପୁରୁଷ ସିଙ୍ଗଲ୍‌ସ- ଲିନ୍‌ ଡାନ୍‌
  • ମହିଳା ସିଙ୍ଗଲ୍‌ସ- ତାଇ ଜୁ-ୟଙ୍ଗ
  • ପୁରୁଷ ଯୁଗଳ- ଲି ଜୁନହଇ/ ଲିୟୁ ୟୁକେନ (ଚୀନ)
  • ମହିଳା ଯୁଗଳ- ଚେନ୍‌ କିଙ୍ଗଚେନ୍‌/ ଜିୟା ୟିଫାନ (ଚୀନ)
  • ମିଶ୍ରିତ ଯୁଗଳ- ଝେଙ୍ଗ ସିଓ୍ବେଇ/ ହୁଆଙ୍ଗ ୟିକିୟାଁଙ୍ଗ (ଚୀନ)

Intro:Body:

lasklkla

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.