ବର୍ମିଂହାମ: ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ଅଲ୍ ଇଂଲଣ୍ଡ ଚମ୍ପିଆନସିପରେ ଅଂଶଗ୍ରହଣ କରିବାକୁ ମିଳିଲା କ୍ଳିନଚିଟ୍ । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କର ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ବୁଧବାର ପୁନର୍ବାର ଟେଷ୍ଟ କରିଥିବା ରିପୋର୍ଟ ନେଗେଟିଭ ଆସିଛି । ଫଳରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ସବୁଜ ସଙ୍କେତ ମିଳିଛି ।
-
𝗕𝗿𝗶𝗻𝗴 𝗶𝘁 𝗼𝗻, 𝗕𝗶𝗿𝗺𝗶𝗻𝗴𝗵𝗮𝗺🏸
— BAI Media (@BAI_Media) March 17, 2021 " class="align-text-top noRightClick twitterSection" data="
𝐌𝐚𝐭𝐜𝐡𝐝𝐚𝐲 - 1️⃣
Our 1️⃣3️⃣ shuttlers will kickoff their #AllEnglandOpen campaign today.
⏰- 7️⃣:3️⃣0️⃣ PM (IST)*
🔴 Live action : @DisneyplusHSP & @StarSportsIndia
Let’s go! 🤜🤛#AllEnglandOpen2021#HSBCbadminton pic.twitter.com/H03SYwGffA
">𝗕𝗿𝗶𝗻𝗴 𝗶𝘁 𝗼𝗻, 𝗕𝗶𝗿𝗺𝗶𝗻𝗴𝗵𝗮𝗺🏸
— BAI Media (@BAI_Media) March 17, 2021
𝐌𝐚𝐭𝐜𝐡𝐝𝐚𝐲 - 1️⃣
Our 1️⃣3️⃣ shuttlers will kickoff their #AllEnglandOpen campaign today.
⏰- 7️⃣:3️⃣0️⃣ PM (IST)*
🔴 Live action : @DisneyplusHSP & @StarSportsIndia
Let’s go! 🤜🤛#AllEnglandOpen2021#HSBCbadminton pic.twitter.com/H03SYwGffA𝗕𝗿𝗶𝗻𝗴 𝗶𝘁 𝗼𝗻, 𝗕𝗶𝗿𝗺𝗶𝗻𝗴𝗵𝗮𝗺🏸
— BAI Media (@BAI_Media) March 17, 2021
𝐌𝐚𝐭𝐜𝐡𝐝𝐚𝐲 - 1️⃣
Our 1️⃣3️⃣ shuttlers will kickoff their #AllEnglandOpen campaign today.
⏰- 7️⃣:3️⃣0️⃣ PM (IST)*
🔴 Live action : @DisneyplusHSP & @StarSportsIndia
Let’s go! 🤜🤛#AllEnglandOpen2021#HSBCbadminton pic.twitter.com/H03SYwGffA
3 ଜଣ ଭାରତୀୟ ସର୍ଟଲର ଓ ଜଣେ ସପୋର୍ଟ ଷ୍ଟାଫ୍ଙ୍କ ରିପୋର୍ଟ ମଙ୍ଗଳବାର ପଜିଟିଭ ଆସିଥିଲା । ଅନ୍ୟ କିଛି ଖେଳାଳି ମଧ୍ୟ ସାମ୍ପଲ୍ ମିଶ୍ରଣ ନେଇ ସ୍ପଷ୍ଟହେବାନେଇ ଅପେକ୍ଷା କରିଥିଲେ । ଫଳରେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଠିକ୍ ଭାବେ ଅଭ୍ୟାସ କରିପାରିନଥିଲେ ଭାରତୀୟ ଖେଳାଳି ।
ତେବେ ବୁଧବାର ଏନେଇ ସ୍ପଷ୍ଟ କରିଛନ୍ତି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ(BWF) ଓ ବ୍ୟାଡମିଣ୍ଟନ ଇଂଲଣ୍ଡ । ଭାରତୀୟ ଟିମ ମ୍ୟାନେଜରଙ୍କୁ ମେଲ୍ ଯୋଗେଁ ପୂର୍ବରୁ ପଜିଟିଭ ରିପୋର୍ଟ ରହିଥିବା ଖେଳାଳିଙ୍କୁ ରିପୋର୍ଟ ନେଗେଟିଭ ଥିବା ସହ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ