ETV Bharat / sports

ଡେନମାର୍କ ଓ ଜର୍ମାନ ଓପନ ପାଇଁ ଭାରତୀୟ ଟିମ ଘୋଷଣା - ଡେନମାର୍କ ଜୁନିୟର ଇଣ୍ଟରନ୍ୟାସନାଲ ଓପନ

ଆଗାମୀ ଡେନମାର୍କ ଜୁନିୟର ଇଣ୍ଟରନ୍ୟାସନାଲ ଓ ଜର୍ମାନ ଜୁନିୟର 2020 ପାଇଁ 16ଜଣିଆ ଭାରତୀୟ ଟିମର ଘୋଷଣା । ଅଧିକ ଖବର ପଢନ୍ତୁ...

badminton
badminton
author img

By

Published : Feb 2, 2020, 1:21 AM IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ସଂଘ(ବିଏଆଇ) ଆଗାମୀ ଡେନମାର୍କ ଜୁନିୟର ଇଣ୍ଟରନ୍ୟାସନାଲ ଓ ଜର୍ମାନ ଜୁନିୟର 2020 ପାଇଁ ଶନିବାର ଦିନ 16ଜଣିଆ ଭାରତୀୟ ଟିମର ଘୋଷଣା କରିଛନ୍ତି ।

badminton
16ଜଣିଆ ଭାରତୀୟ ଟିମ

ଡେନମାର୍କରେ ଜୁନିୟର ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ 26 ଫେବୃଆରୀରୁ ଆରମ୍ଭ ହୋଇ ଏକ ମାର୍ଚ୍ଚ ଯାଏଁ ଚାଲିବ । ସେହିପରି 2020 ଜର୍ମାନ ଜୁନିୟର ଟୁର୍ଣ୍ଣାମେଣ୍ଟ 4ରୁ 8 ମାର୍ଚ୍ଚ ଯାଏଁ ବର୍ଲିନ ଠାରେ ଆୟୋଜିତ ହେବ । ହରିୟାଣାର ରବି ଓ ଉତ୍ତରପ୍ରଦେଶର ମାନସୀ ସିଂ ଏହି 2 ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ବର୍ଗର ନେତୃତ୍ବ ନେବେ ।

ବାଳିକା ଟିମ: ମାନସୀ ସିଂ, ତସ୍ନୀମ ମୀର, ଅଦିତି ଭଟ୍ଟ, ଉତ୍ସବ ପାଲିତ, ଶ୍ରୁତି ମିଶ୍ରା, ଶୈଲଜା ଶୁକ୍ଳା, ତ୍ରୀସା ଜଲି ଓ ତାନ୍ୟା ହେମନ୍ତ

ବାଳକ ଟିମ: ରବି, ଋତ୍ବିକ ସଞ୍ଜିବନୀ ଏସ, ରୋହନ ଗୁରଓ୍ବାନୀ, ହର୍ଷ ଅରୋଡା, ଅଚ୍ୟୁତଦିତ୍ୟ ରାଓ୍ବ, ଏଡଓ୍ବିନ ଜୟ, ଗିରିଶ ନାୟଡୁ ଓ ଶଙ୍କର ପ୍ରସାଦ ଉଦୟକୁମାର

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.