ETV Bharat / sports

କୋରୋନା ଭୟ: ଏସିଆନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରୁ ଓହରିଲା ଭାରତ

ସୋମବାର ଠାରୁ ଆରମ୍ଭ ହେଉଥିବା ଏସିଆନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରୁ ଓହରି ଯାଇଛି ମହିଳା ଭାରତୀୟ ଦଳ ।

Corona threat
କୋରୋନା ଭୟ
author img

By

Published : Feb 8, 2020, 3:41 PM IST

ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସ ସ୍ଥିତି ଗମ୍ଭୀର ରହିଛି । ଫଳରେ ସୋମବାର ଠାରୁ ଆରମ୍ଭ ହେଉଥିବା ଏସିଆନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରୁ ଓହରି ଯାଇଛି ମହିଳା ଭାରତୀୟ ଦଳ ।

କୋରୋନା ଭାରରସ ସ୍ଥିତି ଚୀନରେ ଭୟଙ୍କର ରୂପ ଧାରଣ କରିଛି । 11ରୁ 16 ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ରାଜଧାନୀ ମାନିଲାରେ ହେବାକୁ ଥିବା ଏସିଆନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ଟିମ ଭାଗ ନେବନାହିଁ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ମୁଖ୍ୟ ଅଜୟ କୁମାର ସିଙ୍ଘାନିଆ । ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବ୍ୟାଡମିଣ୍ଟନ ଦଳ ଅଂଶଗ୍ରହଣ କରିବ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.