ETV Bharat / sports

ଚାଇନା ଓପନ: ପରାଜୟ ସହ ବାଦ ପଡିଲେ କଶ୍ୟପ - ଚାଇନା ଓପନ ବାଦ ପଡିଲେ ପାରୁପଲ୍ଲୀ

ଡେନମାର୍କ ସଟଲର ଭିକ୍ଟୋର ଆକ୍ସେଲସେନଙ୍କ ଠାରୁ ପରାସ୍ତ ହୋଇ ଚାଇନା ଓପନରୁ ବାଦ ପଡିଲେ ପାରୁପଲ୍ଲୀ କଶ୍ୟପ ।

ପାରୁପଲ୍ଲୀ କଶ୍ୟପ
author img

By

Published : Nov 7, 2019, 8:22 PM IST

ହାଇଦ୍ରାବାଦ: ଚାଇନା ଓପନରୁ ବାଦ ପଡିଲେ ପାରୁପଲ୍ଲୀ କଶ୍ୟପ । ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 25 ନଂ ସ୍ଥାନରେ ଥିବା କଶ୍ୟପ ଡେନମାର୍କ ସଟଲର ଭିକ୍ଟୋର ଆକ୍ସେଲସେନଙ୍କ ଠାରୁ ପରାସ୍ତ ହୋଇଛନ୍ତି । କଶ୍ୟପ ଡେନମାର୍କ ଖେଳାଳିଙ୍କ ଠାରୁ 13-21, 19-21 ସେଟରେ ପରାଜିତ ହୋଇଛନ୍ତି । ଏଥିସହିତ ଚାଇନା ଓପନରୁ ବାଦ ପଡିଛନ୍ତି ।

ପୂର୍ବରୁ ପିଭି ସିନ୍ଧୁ ଚାଇନା ଓପନରୁ ବାଦ ପଡିସାରିଛନ୍ତି । ପୁରୁଷ ଏକକ ବର୍ଗରେ ସାଇ ପ୍ରଣୀତ ଓ ଆଣ୍ଡରସ ଆଣ୍ଟୋନସନଙ୍କ ମଧ୍ୟରେ ମୁକାବିଲା ହେବ । ଅନ୍ୟପଟେ ଥାଇଲାଣ୍ଡ ଓପନର ଚମ୍ପିଆନ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଯୋଡି ପୁରୁଷ ଡବଲ୍ସ ବର୍ଗରେ ଜାପାନର ହିରୋୟୁକି ଇଣ୍ଡୋ-ୟୁଟା ୱାତାନବେ ଯୋଡିଙ୍କୁ ଭେଟିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.