ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ ରାଙ୍କିଙ୍ଗ: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ସାତ୍ତ୍ବିକ-ଚିରାଗ - ସାତ୍ତ୍ବିକ-ଚିରାଗ ବ୍ୟାଡମିଣ୍ଟନ ରାଙ୍କିଙ୍ଗ

ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ପୁରୁଷ ଡବଲ୍ସରେ 7ମ ସ୍ଥାନରେ ପହଞ୍ଚିଛନ୍ତି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ।

ସାତ୍ତ୍ବିକ-ଚିରାଗ
author img

By

Published : Nov 12, 2019, 3:23 PM IST

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ପୁରୁଷ ଡବଲ୍ସରେ 7ମ ସ୍ଥାନରେ ପହଞ୍ଚିଛନ୍ତି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି । ଏହି ମାନ୍ୟତା ଉଭୟ ସର୍ଟଲରଙ୍କ ପାଇଁ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ । ଏହି ଭାରତୀୟ ଯୋଡି ଦମଦାର ଫର୍ମରେ ରହିବା ସହ ଥାଇଲାଣ୍ଡ ଓପନ ଟାଇଟେଲ ହାତେଇଥିଲେ ।

ନିକଟରେ ଚାଇନା ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ ସାତ୍ତ୍ବିକ-ଚିରାଗ ଯୋଡି । ଏହି ପ୍ରଦର୍ଶନ ପରେ ମାନ୍ୟତାର 2ଟି ସ୍ଥାନ ଉପରକୁ 9ମରୁ 7ମ ସ୍ଥାନରେ ପହଞ୍ଚିଛନ୍ତି । ପୁରୁଷ ଡବଲ୍ସରେ ଏହି ଯୋଡି ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ଭାବେ BWF ଶ୍ରେଷ୍ଠ 10 ମଧ୍ୟରେ ରହିଛନ୍ତି । ପୂର୍ବରୁ ଜ୍ବାଲା ଗୁତ୍ତା-ଭଲିୟାଭିତିଲ ଦିଜୁ ଓ ଗୁତ୍ତା-ଅଶ୍ବିନ ବୋପାନ୍ନା ଟପ 10ରେ ସ୍ଥାନ ପାଇଥିଲେ ।

ସାଇପ୍ରଣୀତ 7ମ ଭାରତୀୟ ସର୍ଟଲର ଭାବେ ପୁରୁଷ ସିଙ୍ଗିଲ୍ସ ବର୍ଗରେ ଟପ 10 ମଧ୍ୟରେ ରହିଛନ୍ତି । ପୂର୍ବରୁ ପ୍ରକାଶ ପାଦୁକୋନ, ପି ଗୋପୀଚାନ୍ଦ, ଚେତନ ଆନନ୍ଦ, ପାରୁପଲ୍ଲୀ କଶ୍ୟପ, ଶ୍ରୀକାନ୍ତ କାଦମ୍ବି ଓ ଏଚଏସ ପ୍ରଣୟ ଟପ 10ରେ ସ୍ଥାନ ପାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.