ETV Bharat / sports

ସିନ୍ଧୁଙ୍କୁ 20 ଲକ୍ଷ ଦେବ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ

ବିଶ୍ବ ଚମ୍ପିଆନ ହୋଇ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ପୁରସ୍କୃତ କରିବ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ।

author img

By

Published : Aug 25, 2019, 11:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BAI_Media)

ନୂଆଦିଲ୍ଲୀ: ବିଶ୍ବ ଚମ୍ପିଆନ ହୋଇ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ପୁରସ୍କୃତ କରିବ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ହିମନ୍ତ ବିଶ୍ବ ଶର୍ମା ।

ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଚମ୍ପିଆନ ହୋଇଥିବା ପିଭି ସିନ୍ଧୁଙ୍କୁ 20 ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଛି । ପୁରୁଷ ଏକକ ବର୍ଗରେ ବୋଞ୍ଜ ପଦକ ଜିତିଥିବା ସାଇପ୍ରଣୀତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି । ସାଇପ୍ରଣୀତଙ୍କୁ 5ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.