ETV Bharat / sports

ଏସିଆନ ଟିମ ଚମ୍ପିଆନଶିପ: ଥାଇଲାଣ୍ଡକୁ ହରାଇ ସେମିଫାଇନାଲ୍‌ରେ ଭାରତ

ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ୍‌ରେ ଥାଇଲାଣ୍ଡକୁ ମାତ୍‌ ଦେଇ ଭାରତ ସେମିଫାଇନ୍‌ରେ ପ୍ରବେଶ କରିଛି । ଏବେ ସେମିଫାଇନାଲରେ ଭାରତ-ଇଣ୍ଡୋନେସିଆ ସହ ମୁହାଁମୁହିଁ ହେବେ ।

author img

By

Published : Feb 14, 2020, 11:35 PM IST

asian team championships
asian team championships

ମନୀଲା: ଭାରତୀୟ ପୁରୁଷ ଟିମ ଶୁକ୍ରବାର ଦିନ ବ୍ୟାଡମିଣ୍ଟନ ଏସିଆନ ଟିମ ଚମ୍ପିଆନସିପ୍‌ରେ ଥାଇଲାଣ୍ଡକୁ ମାତ୍‌ ଦେଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପଦକ ପକ୍କା କରିଛି । ଏହି ରୋମାଞ୍ଚକର ମ୍ୟାଚରେ ଭାରତ ଥାଇଲାଣ୍ଡକୁ 3-2ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।

ଏବେ ଭାରତ ସେମିଫାଇନାଲେରେ ଗତ ଚମ୍ପିଆନ ଇଣ୍ଡୋନେସିଆ ସହ ମୁହାଁମୁହିଁ ହେବ ।

ସୂଚନାଥାଉକି, ଶ୍ରୀକାନ୍ତ ଓ ବି ସାଇ ପ୍ରଣୀତ ପ୍ରଥମ 2ଟି ଏକକ ବର୍ଗରେ ପରାସ୍ତ ହୋଇଥିଲେ । କିନ୍ତୁ ଆଗାମୀ 3 ମୁକାବିଲାରେ ବିଜୟ ହାସଲ କରିଛନ୍ତି । ଯେଉଁଥିରେ ଗୋଟିଏ ସିଙ୍ଗଲ ଓ 2ଟି ଡବଲ୍ସ ମୁକାବିଲା ସିମାଲ ଥିଲା । ଏହିପରି ଭାବେ ଭାରତ କ୍ବାଟରଫାଇନାଲରେ ଥାଇଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.