ETV Bharat / sports

ଅଲ ଇଂଲଣ୍ଡ ଓପନ: ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ ଆଉଟ

author img

By

Published : Mar 12, 2020, 4:34 PM IST

ଅଲ ଇଂଲଣ୍ଡ ଓପନରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇନାହିଁ । ପ୍ରଥମ ରାଉଣ୍ଡରେ ପରାଜୟ ସହ ବାଦ ପଡିଛନ୍ତି କିଦାମ୍ବି ଶ୍ରୀକାନ୍ତ । ଅଧିକ ପଢନ୍ତୁ...

All England Open
ଅଲ୍‌ ଇଂଲଣ୍ଡ ଓପନ

ବର୍ମିଂହାମ: ଅଲ ଇଂଲଣ୍ଡ ଓପନରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇନାହିଁ । ପ୍ରଥମ ରାଉଣ୍ଡରେ ପରାଜୟ ସହ ବାଦ ପଡିଛନ୍ତି କିଦାମ୍ବି ଶ୍ରୀକାନ୍ତ ।

All England Open
ଅଲ୍‌ ଇଂଲଣ୍ଡ ଓପନ

ବିଶ୍ବ ମାନ୍ୟତାର 5ନଂ ଖେଳାଳି ଚାଇନାର ଚେନ ଲଙ୍ଗଙ୍କ ଠାରୁ 15-21, 16-21 ସେଟରେ ପରାସ୍ତ ହୋଇଛନ୍ତି ଶ୍ରୀକାନ୍ତ । ବର୍ଷ 2020ରେ କିଦାମ୍ବି ଶ୍ରୀକାନ୍ତଙ୍କ ଏହା ପ୍ରଥମ ରାଉଣ୍ଡରେ 3ୟ ଟୁର୍ଣ୍ଣାମେଣ୍ଟ ପରାଜୟ ।

ଅନ୍ୟପଟେ ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଜୟ ସହ 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.