ETV Bharat / sports

ସ୍ପେସିଆଲ ଅଲମ୍ପିକ୍ସ: 60ଟି ସ୍ବର୍ଣ୍ଣ ସହ ଭାରତକୁ 233ଟି ପଦକ - abu dhabi

ଚଳିତ ସ୍ପେସିଆଲ ଅଲମ୍ପିକ ୱାର୍ଲଡ ଗେମ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ହାତେଇଛି 233ଟି ପଦକ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 20, 2019, 12:23 PM IST

ଆବୁଧାବି: ଚଳିତ ସ୍ପେସିଆଲ ଅଲମ୍ପିକ ୱାର୍ଲଡ ଗେମ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ହାତେଇଛି 233ଟି ପଦକ। ମାର୍ଚ୍ଚ 19 ସୁଦ୍ଧା
ଭାରତ 60 ସ୍ୱର୍ଣ୍ଣ, 83ଟି ରୌପ୍ୟ ଓ 90ଟି କାଂସ୍ୟ ପଦକ ହାସଲ କରିଛି।

ଭାରତ ପ୍ରାୟ ସମସ୍ତ ଇଭେଣ୍ଟରେ ପଦକ ଲାଭ କରିଛି। ଆଥେଲେଟିକ, ଏକ୍ୱାଟିକ୍ସ, ସାଇକେଲିଙ୍ଗ, ଜୁଡୋ, ପାୱାରଲିଫ୍ଟିଙ୍ଗ, ଟେବୁଲ ଟେନିସ, ରୋଲର ସ୍କେଟିଙ୍ଗ, ବ୍ୟାଡମିଣ୍ଟନ, ବାସ୍କେଟବଲ ଟ୍ରାଡିସ୍ନାଲ, ହ୍ୟାଣ୍ଡବଲ ଟ୍ରାଡିସ୍ନାଲ, ଓ ଫୁଟବଲ ସେଭେନ ସାଇଡ ମହିଳା ବର୍ଗରେ ପଦକ ମାନ ଜିତିଛି।

ରବିବାର ଆବୁଧାବି ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା 200 ମିଟର ଦୌଡରେ ଭାରତର ଜିତେନ୍ଦ୍ର ପୱଲ ସ୍ୱର୍ଣ୍ଣ ଜିତିଥିଲେ।

Intro:Body:

Panaji: From being an Ayurveda practitioner to being the Goa chief minister, 46-year-old Pramod Sawant has come a long way.

The two-time MLA from Sankhalim in North Goa, Sawant, who was Speaker of the state Assembly, is a dedicated RSS worker.

The politician, recently seen in the RSS uniform at a Sangh event, was on Monday sworn in as the new chief minister of Goa following Manohar Parrikar's death.

His elevation to the top post in the coastal state followed hectic parleys between the BJP and its alliance partners.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.