ETV Bharat / sitara

ୟୁଟ୍ୟୁବର୍ ଭୁବନ୍ ବାମଙ୍କୁ କୋରୋନା - ୟୁଟ୍ୟୁବର୍ ଭୁବନ୍ ବାମଙ୍କୁ କୋରୋନା

ଲୋକପ୍ରିୟ ୟୁଟ୍ୟୁବର୍ ଭୁବନ୍ ବାମ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

YouTube sensation  Bhuvan Bam tests postive for COVID-19
ୟୁଟ୍ୟୁବର୍ ଭୁବନ୍ ବାମଙ୍କୁ କୋରୋନା
author img

By

Published : Nov 1, 2020, 6:37 PM IST

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଭୁବନ୍ ବାମ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ।

ରବିବାର ଭୁବନ୍ କହିଛନ୍ତି ଯେ, ମୁଁ କିଛି ଦିନ ହେବ ସୁସ୍ଥ ଅନୁଭବ କରୁନଥିଲି, ଯାହାପରେ ମୁଁ କୋରୋନା ଟେଷ୍ଟ କରିଥିଲି । ଯାହାର ରିପୋର୍ଟ ପଜିଟିଭ ଆସିଛି ଏବଂ ମୁଁ ଏହାକୁ ହାଲୁକା ଭାବେ ନେବାକୁ ଚାହୁଁ ନାହିଁ ।

ଏଥିସହିତ ଭୁବନ୍ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ମାସ୍କ ପିନ୍ଧ, ନିଜକୁ ପରିଷ୍କାର ରଖ ଏବଂ ସାମାଜିକ ଦୂରତା ବଜାୟ ରଖ" ।

ପ୍ରକାଶ ଥାଉ ଯେ, ଭୁବନ୍ ତାଙ୍କର ୟୁଟ୍ୟୁବ୍ କମେଡି ଚ୍ୟାନେଲ୍ ବିବି କି ଭାଇନ୍ସ ପାଇଁ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.