ETV Bharat / sitara

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣାକୁ ନେଇ ନାଜମା ଆପୀଙ୍କ ନୂଆ ଭିଡିଓ, ଦେଖନ୍ତୁ... - ନାଜମା ଆପୀଙ୍କ ନୂଆ ଭିଡିଓ ଦେଖନ୍ତୁ

ସୋସିଆଲ ମିଡିଆରେ ମନୋରଞ୍ଜନ କରୁଥିବା ସାଲୋନି ଗୌର 'ନାଜମା ଆପି ଅନ ମୋଦୀଜୀ ସ୍ପିଚ'ର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓଟିରେ ସାଲୋନି ମେ 12 ରେ ଅନୁଷ୍ଠିତ ହୋଇଥିବା ଲକଡାଉନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ଖୁବ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିଥିଲେ । ଅଧିକ ପଢନ୍ତୁ...

Watch! Nazma Aapi's new video on PM's lockdown speech
ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଭାଷଣରେ ନାଜମା ଆପୀଙ୍କ ନୂଆ ଭିଡିଓ ଦେଖନ୍ତୁ
author img

By

Published : May 14, 2020, 9:34 AM IST

ମୁମ୍ବାଇ: ସୋସିଆଲ ମିଡିଆରେ ମନୋରଞ୍ଜନ କରୁଥିବା ସାଲୋନି ଗୌର 'ନାଜମା ଆପି ଅନ ମୋଦୀଜୀ ସ୍ପିଚ'ର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ଭିଡିଓରେ ସାଲୋନି ପ୍ରାୟ ଏକ ମିନିଟର ଭାଷଣ ଦେଇଥିଲେ । ଏହି ଭିଡିଓଟିରେ ସାଲୋନି ମେ 12 ରେ ଅନୁଷ୍ଠିତ ହୋଇଥିବା ଲକଡାଉନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ଖୁବ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିଥିଲେ । ଏହାସହ ସାଲୋନି ଏହି ଭିଡିଓରେ ଅନେକ କେତେଗୁଡିଏ କଥା ମଧ୍ୟ ଯୋଡିକରି କହିଥିଲେ ଯାହାକି, ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

ଏହାପୂର୍ବରୁ ସାଲୋନି ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଅନୁକରଣ କରି ଏକ ମିମିକ୍ରି ପୋଷ୍ଚ କରିଥିଲେ । ଏହି ଭିଡିଓଟି ଏହା ଦର୍ଶାଉଥିଲା ଯେ ଅଭିନେତ୍ରୀ କିପରି ତାଙ୍କର ଲକଡାଉନ ଦିନ ବିତାଉଛନ୍ତି । ତେବେ, ସୋସିଆଲ ମିଡିଆ ସାଲୋନିଙ୍କର ଏହି ବ୍ୟଙ୍ଗାତ୍ମକ ଅଭିନୟକୁ ଏକ ନୂତନ ରୂପ ଦେଇଥିଲେ ।

ସାଲୋନି ଜଣେ ହାସ୍ୟ ଅଭିନେତ୍ରୀ ଏବଂ ମିମିକ୍ରି କଳାକାର । ସେ ତାଙ୍କର ବ୍ୟଙ୍ଗ ଭିଡିଓ ମାଧ୍ୟମରେ ସାମାଜିକ ସମସ୍ୟାର ସମାଧାନ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.