ETV Bharat / sitara

'ବିଗବସ୍‌ର ପ୍ରତିଟି ସଦସ୍ୟଙ୍କ ଦୁଇଟି ଚେହେରା'

ୱିକେଣ୍ଡ କା ୱାରରେ ଘରୁ ଆଉଟ୍ ହୋଇଛନ୍ତି ବିକାଶ ପାଠକ ଅର୍ଥାତ ହିନ୍ଦୁସ୍ତାନୀ ଭାଓ । ଘରୁ ବେଘର ହେବାପରେ ସେ ଘରର ଅନେକ ରାଜ ଖୋଲିଛନ୍ତି । ଅଧିକ ପଢନ୍ତୁ...

'ବିଗବସ୍‌ର ପ୍ରିତିଟି ସଦସ୍ୟଙ୍କ ଦୁଇଟି ଚେହେରା'

author img

By

Published : Dec 16, 2019, 1:00 PM IST

ମୁମ୍ବାଇ: ବିଗ୍ ବସ୍ ସିଜନ୍ 13 । ଏଥର ୱିକେଣ୍ଡ କା ୱାରରରେ ଘରୁ ଆଉଟ୍ ହୋଇଛନ୍ତି ବିକାଶ ପାଠକ ଅର୍ଥାତ ହିନ୍ଦୁସ୍ତାନୀ ଭାଓ । ଏହି ସପ୍ତାହରେ ସିଦ୍ଧାର୍ଥ ସୁକ୍ଳା, ଶେହନାଜ ଗିଲ୍ ଏବଂ ମଧୁରିମା ତୁଳୀ ନୋମିନେଟ୍ ହୋଇଥିଲେ ।

ଘରୁ ବେଘର ହେବାପରେ ସେ ଘରର ଅନେକ ରାଜ ଖୋଲିଛନ୍ତି । ଏହାସହ ଅନ୍ୟ ସଦସ୍ୟଙ୍କ ଉପରେ ସେ ନିଜ ରାଗ ସୁଝାଇଛନ୍ତି । ଏନେଇ ସେ କହିଛନ୍ତି, ଘରେ ଉପସ୍ଥିତ ପ୍ରତ୍ୟେକ ସଦସ୍ୟଙ୍କର ଦୁଇଟି ଚେହେରା ରହିଛି । ଗୋଟିଏ ଘଣ୍ଟାର ଏପିସୋଡରେ ଆପଣ ସବୁ ଜାଣିପାରିବେ ନାହିଁ । ଏହାସହ ସେ କହିଛନ୍ତି ମୁଁ ମୋ ପରିବାରକୁ ଖୁବ୍ ମିସ୍ କରୁଥିଲି । ଏମିତିରେ ମୋର ବାହାରକୁ ଆସିବା ହିଁ ଠିକ୍ ହୋଇଛି ।

ତେବେ ଭାଓ ବିଗବସ୍ ହାଉସର ସବୁଠାରୁ ଷ୍ଟ୍ରଙ୍ଗ ପାର୍ଟିସିପେଟ ସିଦ୍ଧାର୍ଥଙ୍କ ସହ ପ୍ରଥମେ ଖୁବ୍ ଭଲ ସମ୍ପର୍କରେ ଥିବାବେଳେ ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡା ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନେଇ ଭାଓ କହିଛନ୍ତି, ଆପଣ ଯାହାକୁ ପସନ୍ଦ କରନ୍ତି ତାହା ସହ 24 ଘଣ୍ଟା ରହିବା ପରେ ହିଁ ଆପଣ ତା ସମ୍ପର୍କରେ ସମସ୍ତ କଥା ଜାଣିପାରିବେ ।

ସିଦ୍ଧାର୍ଥଙ୍କର ନିଜ ରାଗ ଉପରେ ନିୟନ୍ତ୍ରଣ ନାହିଁ । ସେ ଯେତେବେଳେ ରାଗନ୍ତି ତାଙ୍କୁ କିଛି ନଜର ଆସେନାହିଁ । ଏମିତିକି ସେ ନିଜର ସଂଯମତା ହରାଇଥାଆନ୍ତି ।

ତେବେ ସେ ନିଜ ମା'ଙ୍କୁ ଖୁବ୍ ମିସ୍ କରୁଥିଲେ ତେଣୁ ତାଙ୍କୁ ବାହାରକୁ ଆସିବାରେ କୌଣସି ସମସ୍ୟା ହୋଇନଥିବା ସେ କହିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.