ETV Bharat / sitara

ଦେଖନ୍ତୁ ବିଗବସ-13ର ପ୍ରଥମ ଦୁଇ ପ୍ରତିଯୋଗୀଙ୍କ ବିଷୟରେ... - ଦେବୋଲିନା ଭଟାଚାର୍ଯ୍ୟ

ଖୋଲିଛି ସସପେନ୍ସ । ବହୁ ପ୍ରତିକ୍ଷା ପରେ ବିଗବସ୍ ରିଲିଜ କରିଛି ନିଜ ଦୁଇ ପ୍ରତିଯୋଗୀଙ୍କ ନାମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
author img

By

Published : Sep 21, 2019, 2:58 PM IST

ହାଇଦ୍ରାବାଦ: ବିଗବସ ଧିରେ ଧିରେ ଖୋଲୁଛି ସସପେନ୍ସର ବକ୍ସ । ବିଗବସର ମୋଟ ପ୍ରତିଯୋଗୀଙ୍କ ମଧ୍ୟରୁ ଦୁଇଜଣଙ୍କ ନାଁ ସାମ୍ନାକୁ ଆସିଛି । ରିଲରେ ସଂସ୍କାରି ସାଜି ସମସ୍ତଙ୍କ ମନ କିଣି ନେଇ ପାରୁଥିବା ଗୋପିବୋହୂ ବା ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ଆଉ ଏକ ରୂପ ଦେଖିବାକୁ ମିଳିବ ବିଗବସ୍ ହାଉସରେ । ଅନ୍ୟପକ୍ଷେ ଟେଲିଭିଜନର ସୁନା ପୁଅ ସିଦ୍ଧାର୍ଥ ଶୁକ୍ଲା ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ

ଦୁହିଁଙ୍କ ପ୍ରୋମୋକୁ କଲର୍ସ ନିଜ ଅଫିସିଆଲ ସାଇଟରେ ସେୟାର କରିଛି । ପ୍ରଥମେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ପ୍ରୋମୋ ରିଲିଜ କରାଯାଇଥିଲା ପରେ ସିଦ୍ଧାର୍ଥଙ୍କର । ଟେଲିଭିଜନରେ ଦୁହିଁଙ୍କ ଶାନ୍ତ ଓ ସଂସ୍କାରୀ ରୂପ ଦେଖିବାକୁ ମିଳେ, ତେବେ ବିଗବସ ହାଉସରେ ସେମାନଙ୍କର କେଉଁ ରୂପ ଦେଖିବାକୁ ମିଳିବ, ତାହା ଦେଖିବା ବାକି ରହିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.