ETV Bharat / sitara

ରାହୁଲଙ୍କ ରୋମାଣ୍ଟିକ ନମ୍ବରରେ ଲଭବାର୍ଡ ଅଲ୍ଲି-ଜାସ୍ମିନ

author img

By

Published : Jun 16, 2021, 10:45 AM IST

ଭାଇରାଲ ହେଲା ଅଲ୍ଲି ଓ ଜାସ୍ମିନଙ୍କ ନୂଆ ଭିଡିଓ । ଘରେ ଏକାଠି ଡାନ୍ସ କରୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲି ଗୋନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲି ଗୋନି

ମୁମ୍ବାଇ: ‘ବିଗବସ 14’ର ଫେମସ ଲଭବାର୍ଡ ଅଲ୍ଲି ଗୋନି ଓ ଜାସ୍ମିନ ଭସିନ ନିଜ ରିଲେସନଶିପକୁ ନେଇ ଚର୍ଚ୍ଚାରେ । ଏହି ଯୋଡିଙ୍କୁ ସୋସିଆଲ ମିଡିଆରେ ବେଶ୍ ଦେଖିବାକୁ ମିଳୁଛି । କେବେ ଫଟୋ ତ କେବେ ନିଜର ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି ଅଲ୍ଲି ଓ ଜାସ୍ମିନ । ଇତିମଧ୍ୟରେ ଭାଇରାଲ ହେଉଛି ଦୁଇଜଣଙ୍କ ଏକ ରୋମାଣ୍ଟିକ ଭିଡିଓ । ଯାହା ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି ।

ସେହିପରି ଅଲ୍ଲି ଓ ଜାସ୍ମିନ ‘ବିଗସବ 14’ ପ୍ରତିଯୋଗୀ ତଥା ଗାୟକ ରାହୁଲ ବୈଦ୍ୟଙ୍କ ସ୍ପେଶାଲ ସଙ୍ଗ ‘ଅଲ୍ଲି ଅଲ୍ଲି’ରେ ରୋମାଣ୍ଟିକ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓ ସେୟାର କରି ଅଲ୍ଲୀ କ୍ୟାପସନରେ ଲେଖିଛନ୍ତି, ‘ଏହି ଗୀତ ସବୁବେଳେ ଆମ ହୃଦୟର ସ୍ବତନ୍ତ୍ର ସ୍ଥାନରେ ରହିବ । ଧନ୍ୟବାଦ ରାହୁଲ ବ୍ରୋ ଏହି ସୁନ୍ଦର ଗୀତ ପାଇଁ ।’

ସେପଟେ ଫ୍ୟାନ୍ସ ଏବଂ ଦୁଇଜଣଙ୍କ ଫ୍ରେଣ୍ଡ ଏହି ପୋଷ୍ଟରେ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି । ‘ବିଗବସ 14’ ବିଜେତା ରୁବିନା ଦିଲୈକ ମଧ୍ୟ ହାର୍ଟ ଇମୋଜି ଦେଇଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.