ETV Bharat / sitara

ଆସିଲେ ନୂଆ ଦୟାବେନ

'ତାରକ ମେହତା କା ଉଲ୍ଟା ଚଷମା' ମେକର୍ସଙ୍କୁ ମିଳିଲେ ନୂଆ ଦୟାବେନ । ଦିଶାଙ୍କୁ ରିପ୍ଲେସ କରିବାକୁ ଯାଉଛନ୍ତି ଅଭିନେତ୍ରୀ ବିଭୂତି ଶର୍ମା ।

author img

By

Published : Jul 5, 2019, 9:23 PM IST

ଡିଜାଇନ ଫଟୋ

ମୁମ୍ବାଇ: ପପୁଲାର କମେଡି ଶୋ 'ତାରଖ ମେହତା କା ଉଲ୍ଟା ଚଷମା' ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସଛି । ଏହି ଶୋରେ ଦୟାବେନ ପୁଣି ଦେଖିବାକୁ ଅପେକ୍ଷା କରିବସିଛନ୍ତି ଦର୍ଶକ । କିନ୍ତୁ ଦର୍ଶକଙ୍କୁ ନିରାଶ କଲା ଭଳି ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି । ଆଜ୍ଞା ହଁ, ଦର୍ଶକଙ୍କ ଫେଭରେଟ ଦୟାବେନ ତଥା ଦିଶା ବକାନୀ ଆଉ ଶୋରେ ନଜର ଆସିବେନି । ତାଙ୍କ ସ୍ଥାନରେ କିଏ ନଜର ଆସିବ ସେନେଇ ଚର୍ଚ୍ଚା ଜୋର ଧରିଛି ।

ହେଲେ ଏବେ ମେକର୍ସଙ୍କୁ ମିଳିଛନ୍ତି ନୂଆ ଦୟାବେନ । ଧାରାବାହିକ 'ବଡେ ଅଚ୍ଛେ ଲଗତେ ହେଁ' ଫେମ ଆକ୍ଟ୍ରେସ ବିଭୂତି ଶର୍ମାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ପ୍ରକାଶ ଥାଉକି 'ବଡେ ଅଚ୍ଛେ ଲଗତେ ହେଁ' ଏବଂ 'ହମନେ ଲି ଶପଥ' ଭଳି ଧାରାବାହିକ କରିସାରିଥିବା ବିଭୂତି, ଦୟାବେନ ରୋଲ ପାଇଁ ସ୍କ୍ରିନ ଟେଷ୍ଟ ମଧ୍ୟ ଦେଇସାରିଛନ୍ତି । ଏହି ସ୍କ୍ରିନ ଟେଷ୍ଟରେ ବିଭୂତି ଦୟାବେନଙ୍କ ଅଭିନୟ ଭଲ ସେ କରି ମେକର୍ସକୁ ଇମ୍ପପ୍ରେସ କରିଛନ୍ତି ।

ଏହାପୂର୍ବରୁ ଦୟାବେନ ଭୂମିକା ପାଇଁ 'ପାପଡ ପୋଲ' ଅଭିନେତ୍ରୀ ଅମୀ ତ୍ରିବେଦୀଙ୍କୁ ଆପ୍ରୋଚ କରିଥିଲେ ମେକର୍ସ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଅଭିନେତ୍ରୀ ଓ ମେକର୍ସ ଏହି କଥାକୁ ଖଣ୍ଡନ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.