ETV Bharat / sitara

କ୍ୟାନ୍ସର ଚିକିତ୍ସା ବେଳେ ରାତି ସାରା କାନ୍ଦିଥିଲେ ସୋନାଲି

author img

By

Published : May 2, 2019, 10:16 PM IST

କ୍ୟାନ୍ସରରୁ ସୁସ୍ଥ ହୋଇ ଫେରିଛନ୍ତି ସୋନାଲୀ ବେନ୍ଦ୍ରେ । ଛୋଟ ପରଦାରେ ପ୍ରଥମ କରି ନିଜ ଅନୁଭୁତିକୁ ସେୟାର କରିଛନ୍ତି ସୋନାଲି । ସାଙ୍ଗ ସୁଜେନଙ୍କ ସହ କଲର୍ସ ଇନଫିନିଟିର ଏକ ଶୋ ରେ ନଜର ଆସିଛନ୍ତି ସୋନାଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: 'କ୍ୟାନ୍ସର ଟ୍ରିଟମେଣ୍ଟର ଆରମ୍ଭରେ ପୁରା ରାତି କାନ୍ଦିଥିଲି ମାତ୍ର ମୋ ସାଥ୍ ଦେଇଥିଲେ ଗୋଲ୍ଡି' ବୋଲି କହିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । କ୍ୟାନ୍ସର ଉପରେ ଜିତ ହାସଲ କରି ଫେରିଛନ୍ତି ସୋନାଲି ବେନ୍ଦ୍ରେ । ନିକଟରେ କଲର୍ସ ଇନଫିନିଟିରେ ଆସୁଥିବା ଏକ ଶୋ 'ବିଏଫଏଫ ୱିଥ ଭୋଗ ସିଜନ-3'ରେ ସାଙ୍ଗ ସୁଜେନଙ୍କ ସହ ନଜର ଆସିଥିଲେ ସୋନାଲି ।

bffs with vogue season-3
ଡିଜାଇନ ଫଟୋ

ସୋନାଲି ଏହା ମଧ୍ୟ କହିଛନ୍ତି, ପତି ଗୋଲ୍ଡି ସବୁବେଳେ ତାଙ୍କ ପାଖରେ ରହି ତାଙ୍କୁ ସମର୍ଥନ କରିଛନ୍ତି । ସୋନାଲି ସମ୍ପୁର୍ଣ୍ଣ ସୁସ୍ଥ ହେଲାପରେ, ପରଦିନର ଉଦୟ ସୂର୍ଯ୍ୟର ଫଟୋ ଉଠାଇ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ସେୟାର କରି ଲେଖିଥିଲେ, ଏବେ ଆଉ ଦୁଃଖ ନାହିଁ କେବଳ ଖୁସି ହିଁ ଖୁସି ।

ତେବେ ଇଣ୍ଡଷ୍ଟ୍ରିରେ ତାଙ୍କୁ ନେଇ ଚାଲିଥିବା କାହାଣୀକୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ । କିନ୍ତୁ ସେ ଏବେ ମୁଭ ଅନ କରି ସାରିଛନ୍ତି । ଜୀବନରେ କିଛି ନୂଆ ଅନୁଭୁତି ନେଇ ସେ ଆସିଛନ୍ତି ଓ ସେଇ ଅନୁଭୁତିକୁ ସେ ଭଲ ପାଆନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.