ETV Bharat / sitara

ବ୍ଲାକ ବିକିନି ଟପ୍ ରେ ଶେଫାଲୀ, ଫଟୋ ଭାଇରାଲ - shefali-jariwala-breaks-the-internet-as-she-poses

ନିକଟରେ ଶେଫାଲୀ ତାଙ୍କର ଫଟୋସୁଟ୍ ରୁ କିଛି ନୂଆ ହଟ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

shefali-jariwala-breaks-the-internet-as-she-poses-in-transparent-or-see-through-bikini-inspired-top-fans-react-shockingly
ବ୍ଲାକ ବିକିନି ଟପ୍ ରେ ଶେଫାଲୀ, ଫଟୋ ଭାଇରାଲ
author img

By

Published : Jun 15, 2021, 5:07 PM IST

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଶେଫାଲୀ ଜରିୱାଲା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ହଟ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ, ଶେଫାଲୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଫଟୋସୁଟ୍ ରୁ କିଛି ନୂଆ ହଟ ଫଟୋ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋ ଗୁଡ଼ିକରେ ଶେଫାଲୀ ଏକ ବ୍ଲାକ ବିକିନି ଟପ୍ ପିନ୍ଧି ବୋଲ୍ଡ ଅନ୍ଦାଜରେ ପୋଜ ଦେଉଥିବାର ନଜର ଆସିଛନ୍ତି । ଫଟୋଗୁଡିକରେ ପ୍ରଶଂସକମାନେ ତାଙ୍କର ସେକ୍ସୀ ବୋଲ୍ଡ ଅନ୍ଦାଜକୁ ବହୁତ ପସନ୍ଦ କରୁଛନ୍ତି ।

କେହି କେହି ଫ୍ୟାନ୍ସ ଶେଫାଲୀଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ଲେଖିଛନ୍ତି, 'କାଣ୍ଟା ଲଗା ଦିୟା ଆପନେ' ।

ଅନ୍ୟ ଜଣେ ପ୍ରଶଂସକଙ୍କ ଲେଖିଛନ୍ତି, 'ଆରେ ୟାର, କେତେ ସୁନ୍ଦର' ।

ପ୍ରକାଶ ଥାଉ କି, ଶେଫାଲୀ ନିକଟରେ ରିଆଲିଟି ସୋ 'ବିଗ ବସ 13'ରେ ପ୍ରତିଯୋଗୀ ଥିଲେ । ବିଗ ବସ ଘରେ ରହିବା ସମୟରେ ଶେଫାଲୀ ଏବଂ ଆସୀମ ରିୟାଜଙ୍କ ବହୁତ ଝଗଡା ହେଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.