ETV Bharat / sitara

ରଶ୍ମୀଙ୍କ ଧମାକାଦାର ଡ୍ୟାନ୍ସରେ ଦିଓ୍ବାନା ଫ୍ୟାନ୍ସ - rashami-desai-shares-her-sizzling-dance

ନିକଟରେ ରଶ୍ମୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କାର୍ଡି ବିଙ୍କ ଫେମସ ଗୀତ 'ଅପ୍' ରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

rashami-desai-shares-her-sizzling-dance-video-in-cardi-b-up
ରଶ୍ମୀଙ୍କ ଧମାକାରଦାର ଡ୍ୟାନ୍ସରେ ଦିଓ୍ବାନା ଫ୍ୟାନ୍ସ
author img

By

Published : May 7, 2021, 5:03 PM IST

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ‘ବିଗବସ 13’ ପ୍ରତିଯୋଗୀ ରଶ୍ମୀ ଦେସାଇଙ୍କ ଜଲୱା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତାଙ୍କ ଡ୍ୟାନ୍ସ ଭିଡିଓ ଦିୱାନା କରୁଛି ସମସ୍ତଙ୍କୁ । ଶୁକ୍ରବାର ତାଙ୍କ ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଆଉ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି ତାଙ୍କର ଏହି ଧମାକାଦାର ଡ୍ୟାନ୍ସ ଭିଡିଓ ।

ନିକଟରେ ରଶ୍ମୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲୁ ରଙ୍ଗର ସ୍ଲିଭଲେସ୍ ଟପ୍ ଏବଂ ସର୍ଟ ସ୍କର୍ଟରେ କାର୍ଡି ବିଙ୍କ ଫେମସ ଗୀତ 'ଅପ୍' ରେ ଧମାକାରଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ବକ୍ସରେ ବହୁ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ରଶ୍ମୀଙ୍କ ଏହି ପୋଷ୍ଟରେ ଜଣେ ଉପଭୋକ୍ତା ଲେଖିଛନ୍ତି, ' ଦିଦି କ୍ୟା ହୋ ଗୟା' । ଅନ୍ୟ ଜଣେ ଉପଭୋକ୍ତା ରଶ୍ମୀଙ୍କୁ ପରାମର୍ଶ ଦେଇ ଲେଖିଥିଲେ, ଘରେ ରୁହ, ବାହାରେ କୋରୋନା ଅଛି ।

ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ରଶ୍ମୀ ତାଙ୍କର ହଟ ଫଟୋସୁଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.