ETV Bharat / sitara

ରଶ୍ମିଙ୍କ ବେଡରୁମ ଫଟୋସୁଟ୍ ରେ ଫିଦା ଫ୍ୟାନ୍ସ - rashami-desai-bedroom-photoshoot

ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ରଶ୍ମିଙ୍କ ବେଡରୁମ ଫଟୋସୁଟ୍ ର ଫଟୋ । ତାଙ୍କର ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଅଧିକ ପଢନ୍ତୁ...

rashami-desai-bedroom-photoshoot-in-sleepwear-goes-viral-monalisa-srishty-rode-calls-it-fire
ରଶ୍ମୀଙ୍କ ବେଡରୁମ ଫଟୋସୁଟ୍ ରେ ଫିଦା ଫ୍ୟାନ୍ସ
author img

By

Published : Apr 21, 2021, 5:46 PM IST

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ‘ବିଗବସ 13’ ପ୍ରତିଯୋଗୀ ରଶ୍ମି ଦେସାଇଙ୍କ ଜଲୱା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତାଙ୍କ ବୋଲ୍ଡ ଫଟୋ ଦିୱାନା କରୁଛି ସମସ୍ତଙ୍କୁ । ତାଙ୍କର ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଆଉ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ତାଙ୍କର ବେଡରୁମ ଫଟୋସୁଟ୍ ର ଫଟୋ ।

ଏବେ ରଶ୍ମି ଇନଷ୍ଟାଗ୍ରାମରେ ତାଙ୍କ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ (Sleepwear) ସ୍ପିପଓ୍ବିୟର ପୋଷାକ ପିନ୍ଧି ବେଡ ରେ ପୋଜ୍ କରୁଥିବାର ନଜର ଆସିଛନ୍ତି । ରଶ୍ମିଙ୍କ ଏହି ବୋଲ୍ଡ ଅବତାର ଦେଖି ପ୍ରଶଂସକଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା ।

ରଶ୍ମିଙ୍କ ଏହି ଫଟୋରେ ମୋନାଲିସା କମେଣ୍ଟ ବକ୍ସରେ ଲେଖିଛନ୍ତି, 'ଓଫ ଓଫ' । ଏଥିସହିତ ସୃଷ୍ଟି କମେଣ୍ଟ ବକ୍ସରେ ହଟ ଇମୋଜି ପୋଷ୍ଟ କରିଛନ୍ତି ।

ରଶ୍ମିଙ୍କ ଏହି ଫଟୋଗୁଡ଼ିକରେ ଏପର୍ଯ୍ୟନ୍ତ 1.6 ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଖୁବଶୀଘ୍ର ଡିଜିଟାଲରେ ଦେଖିବାକୁ ମିଳିବ ରଶ୍ମିଙ୍କ ଅଭିନୟ । ନୂଆ ୱେବ ସିରିଜ ‘ତନ୍ଦୁର’ ଜରିଆରେ ସେ କରିବେ ଡେବ୍ୟୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.