ETV Bharat / sitara

ଖୁସାଲୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଲେ ପାର୍ଥ - ଖୁସାଲୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଲେ ପାର୍ଥ

ପାର୍ଥ ସମଥାନ ତାଙ୍କ ମ୍ୟୁଜିକ୍ ଭିଡିଓ 'ପେହେଲେ ପ୍ୟାର କା ପେହେଲା ଗମ'କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେରେ ଥିଲେ । ବର୍ତ୍ତମାନ ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

parth samthaan and gulshan kumar daughter khushali kumar crackling chemistry in pehle pyaar ka pehla gham
ଖୁସାଲୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଲେ ପାର୍ଥ
author img

By

Published : Jan 21, 2021, 4:33 PM IST

ନୂଆଦିଲ୍ଲୀ: ଟେଲିଭିଜନ ଶୋ’ 'କସୌଟି ଜିନ୍ଦେଗୀ କେ'ରେ ଅନୁରାଗ ଭୂମିକାରେ ଅଭିନୟ କରୁଥିବା ପାର୍ଥ ସମଥାନ ତାଙ୍କ ମ୍ୟୁଜିକ୍ ଭିଡିଓ 'ପେହେଲେ ପ୍ୟାର କା ପେହେଲା ଗମ' କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚାରେରେ ଥିଲେ । ବର୍ତ୍ତମାନ ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ମ୍ୟୁଜିକ୍ ଭିଡିଓରେ ପାର୍ଥଙ୍କ ବ୍ୟତୀତ ଗୁଲଶନ କୁମାରଙ୍କ ଝିଅ ଖୁସାଲୀ କୁମାର ନଜର ଆସିଛନ୍ତି । ଭିଡିଓରେ ଉଭୟଙ୍କ ଦୁଃଖଦ ଲଭ ଷ୍ଟୋରୀରେ ରୋମାଣ୍ଟିକ କେମେଷ୍ଟ୍ରିକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

  • " class="align-text-top noRightClick twitterSection" data="">

'ପେହେଲେ ପ୍ୟାର କା ପେହେଲା ଗମ' ଗୀତକୁ ତୁଲସୀ କୁମାର ଜୁବିନ ନୌଟିଆଲଙ୍କ ସହ ଗାଇଛନ୍ତି । 'ପେହେଲେ ପ୍ୟାର କା ପେହେଲା ଗମ' ଗୀତକୁ ରିଲିଜ ହେବାର 2 ଘଣ୍ଟା ମଧ୍ୟରେ ସାଢେ ଚାରି ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଏହି ଗୀତଟି 1996 ମସିହାର ଚଳଚ୍ଚିତ୍ର 'ପାପା କେହେତେ ହେ'ର ଗୀତ 'ପେହେଲେ ପ୍ୟାର କା ପେହେଲା ଗମ'ର ରିମେକ୍ ଅଟେ ।

କହିବାକୁ ଗଲେ, ପାର୍ଥ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଆଲିଆ ଭଟ୍ଟଙ୍କ ସହିତ ରେସୁଲ ପୋକୁଟିଙ୍କ ଫିଲ୍ମ 'ପିହାରୱା'ରେ ଡେବ୍ୟୁ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.