ନୂଆଦିଲ୍ଲୀ: ଟିକାର ପ୍ରଥମ ଡୋଜ ନେବା ପରେ କଣ୍ଠଶିଳ୍ପୀ ପଲାସ ସେନ୍ କୋରୋନା ସଂକ୍ରମିତ ହୋଇଛନ୍ତି । ଯାହାର ସୂଚନା ସେ ନିଜ ଇନଷ୍ଟା ଆକାଉଣ୍ଟ ଜରିଆରେ ଫ୍ୟାନ୍ସକୁ ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ପଲାସ କହିଛନ୍ତି, ସମସ୍ତଙ୍କୁ ନମସ୍କାର। ମୋର ଦୁର୍ଭାଗ୍ୟ ମୁଁ କୋଭିଡ-୧୯ର ଶିକାର ହୋଇଗଲି । ମୋତେ ଗୋଟେ ନୂଆ ଲଢେଇର ସାମ୍ନା କରିବାକୁ ପଡିବ । ଏବେ ମୁଁ ନିଜେ ମୋ ଘରେ କ୍ୱାରେଣ୍ଟାଇନରେ ରହୁଛି । ଟିକା ନେବା ପରେ ବି ମୁଁ ସଂକ୍ରମିତ ହୋଇଛି । ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଯଥାସମ୍ଭବ ନିଜକୁ କୋରୋନା କବଳରୁ ରକ୍ଷା କରନ୍ତୁ ।