ନୂଆଦିଲ୍ଲୀ: ଟିଭିରୁ ନେଇ ଓ୍ବେବ ସିରିଜରେ ଚହଳ ସୃଷ୍ଟି କରିଥିବା ନିଆ ଶର୍ମା ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କ ବୋଲ୍ଡ ଅବତାର ।
- " class="align-text-top noRightClick twitterSection" data="
">
ନିକଟରେ, ନିଆ ତାଙ୍କର ନୂଆ ମ୍ୟୁଜିକ୍ ଆଲବମ୍ 'ତୁମ୍ ବେଓ୍ବଫା ହୋ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଆଲବମରେ ନିଆ ଅଭିନେତା ଅର୍ଜୁନ ବିଜଲାନୀଙ୍କ ସହ ନଜର ଆସିଛନ୍ତି ।
ଏବେ ନିଆ ତାଙ୍କର କିଛି ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି । ଏଠାରେ ଫଟୋ ଦେଖନ୍ତୁ ...
- " class="align-text-top noRightClick twitterSection" data="
">
ଫେମସ ଫଟୋଗ୍ରାଫର ଅମିତ ଖନା ନିଆଙ୍କ ଏହି ଫଟୋଗୁଡ଼ିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଏହି ଫଟୋଗୁଡ଼ିକରେ, ଅଭିନେତ୍ରୀ ବ୍ରାଇଡାଲ୍ ଲୁକ୍ ରେ ଚମତ୍କାର ଦେଖାଯାଉଛନ୍ତି । ଫଟୋଗୁଡ଼ିକରେ, ଆପଣ ଦେଖିପାରିବେ ଯେ ନିଆ ଏକ ଲେହେଙ୍ଗା ପିନ୍ଧିଛନ୍ତି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ଏବେ ନିଆଙ୍କର ଏହି ଫଟୋଗୁଡିକୁ ସେଲିବ୍ରିଟିଙ୍କ ସହ ବହୁ ଫ୍ୟାନ୍ସ ମଧ୍ୟ ପସନ୍ଦ କରୁଛନ୍ତି ।