ETV Bharat / sitara

ଖୁବଶୀଘ୍ର ଆସୁଛି ବିଗବସ-13 , ଦେଖନ୍ତୁ ପ୍ରୋମୋ - ବିଗବସର 13ତମ ସିଜିନ

ଆରମ୍ଭ ହେବ ବିଗବସର 13ତମ ସିଜିନ । ଏହାର ପ୍ରଥମ ପ୍ରୋମୋକୁ ରିଲିଜ କରାଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମcolorstv
author img

By

Published : Aug 25, 2019, 11:55 AM IST

ହାଇଦ୍ରାବାଦ: ଟେଲିଭିଜନର ସବୁଠୁ ବଡ ଶୋ' ବିଗବସର 13ତମ ସିଜିନ ଖୁବ ଶୀଘ୍ର ଆରମ୍ଭ ହେଉଛି । ଟେଲିକାଷ୍ଟ ପୂର୍ବରୁ ଶୋ'ର ଟିଜରକୁ ରିଲିଜ କରାଯାଇଛି । ଟିଜରରେ ସଲମାନଙ୍କୁ ଷ୍ଟେସନ ମାଷ୍ଟର ଭୂମିକାରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମcolorstv

ଚାରି ସପ୍ତାହରେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ଟିଜରରେ କହିଛନ୍ତି ସଲମାନ । ଚଳିତ ବର୍ଷ ଶୋ'ରେ କେବଳ ସିତାରାଙ୍କୁ ଦେଖିବାକୁ ମିଳିବ । ସେଲିବ୍ରିଟିଙ୍କ ମଧ୍ୟ ଯୁଦ୍ଧ ଦେଖିବାକୁ ମିଳିବ ।

ରିପୋର୍ଟ ଅନୁସାରେ, 29 ସେପ୍ଟେମ୍ବରରେ ଶୋ'କୁ ଆରମ୍ଭ ହେବ ବୋଲି ମାତ୍ର ଏନେଇ କୌଣସି ଘୋଷଣା କରାଯାଅଇନାହିଁ । ଚଳିତ ବର୍ଷ ମୁମ୍ବାଇ ଫିଲ୍ମସିଟିରେ ଶୋ'ର ସେଟ୍ ନିର୍ମାଣ କରାଯାଇଛି । ତେବେ ଶୋ'ରେ ଏଥର ଦମଦାର ଟ୍ବିଷ୍ଟ ଦେଖିବାକୁ ମିଳିବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.