ETV Bharat / sitara

ଗୋଆରେ ନୂଆବର୍ଷ ସେଲିବ୍ରେଟ କଲେ ରୋହନ-ନେହା - ଗୋଆରେ ନୂଆ ବର୍ଷ ସେଲିବ୍ରେଟ କଲେ ରୋହନ-ନେହା

ଗୋଆରେ ବହୁ ଧୁମଧାମରେ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହିତ ନୂଆ ବର୍ଷ ସେଲିବ୍ରେଟ କରୁଛନ୍ତି ନେହା । ଅଧିକ ପଢନ୍ତୁ...

neha celebrates-new-year-in-goa-with-rohanpreet-singh
ଗୋଆରେ ନୂଆ ବର୍ଷ ସେଲିବ୍ରେଟ କଲେ ରୋହନ-ନେହା
author img

By

Published : Jan 1, 2021, 9:12 PM IST

ନୂଆଦିଲ୍ଲୀ: 2021 ନୂଆ ବର୍ଷକୁ ନେଇ ବହୁ ଉତ୍ସାହିତ ବଲିଉଡ ସେଲିବ୍ରିଟି । ଏଭଳି ପରିସ୍ଥିତିରେ ନ୍ୟୁ ଇୟର ସ୍ପେଶାଲ କରିବା ପାଇଁ ବଲିଉଡ ଗାୟିକା ନେହା କକ୍କର ସ୍ବାମୀ ରୋହନପ୍ରୀତ ସିଂ ଏବଂ ତାଙ୍କ ଭାଇ ଟୋନି କକ୍କରଙ୍କ ସହ ଗୋଆରେ ପହଞ୍ଚିଛନ୍ତି ।

ଏହି ସମୟରେ ନେହା ଗୋଆରେ ବହୁ ଧୁମଧାମରେ ନୂଆ ବର୍ଷ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି । ନିକଟରେ ନେହା ଗୋଆ ଯିବା ସମୟରେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ।

ନ୍ୟୁ ଇୟର ସେଲିବ୍ରେଶନ ପାର୍ଟିରେ ନେହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଥିଲେ।

ନେହା ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ତାଙ୍କର ସମସ୍ତ ପ୍ରଶଂସକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଫଟୋରେ ନେହା ରୋହନପ୍ରୀତ ସିଂଙ୍କ ସହ ନଜର ଆସିଛନ୍ତି ।

ଏହି ଫଟୋ ସେୟାର କରି କ୍ୟାପସନରେ ନେହା ଲେଖିଛନ୍ତି, 'ସମସ୍ତ ଫ୍ୟାନ୍ସଙ୍କୁ ନୂଆ ବର୍ଷର ଶୁଭେଚ୍ଛା' ।

ଏବେ ସୋସିଆଲ ମିଡିଆରେ ନେହା ଏବଂ ରୋହନପ୍ରୀତ ସିଂଙ୍କ ନୂଆ ବର୍ଷ ସେଲିବ୍ରେଶନର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ନେହା ନିଜର ଏକ ଗୀତ ଗାଇ ରୋହନପ୍ରୀତଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି ।

ପ୍ରକାଶ ଥାଉ ଯେ, ନେହା 26 ଅକ୍ଟୋବରରେ ଦିଲ୍ଲୀର ଗୁରୁଦ୍ବାରରେ ରୋହନପ୍ରୀତଙ୍କୁ ବିବାହ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.