ETV Bharat / sitara

ନଚ ବଲିଏ-9ରେ ଏକ୍ସ କପଲଙ୍କ ଡ୍ରାମା - ନଚ ବଲିଏ

ନଚ ବଲିଏ-9ରେ ଦେଖିବାକୁ ମିଳୁଛି ଏକ୍ସ କପଲଙ୍କ ହାଇଭୋଲଟେଜ ଡ୍ରାମା । କପଲଙ୍କୁ ନୂଆ ଅନ୍ଦାଜରେ ଶୋ'ରେ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/madhurimatuli
author img

By

Published : Jul 31, 2019, 1:14 AM IST

ହାଇଦ୍ରାବାଦ: ଟେଲିଭିଜନର ରିଆଲିଟି ଶୋ' ମଧ୍ୟରେ ଏବେ ଚର୍ଚ୍ଚାରେ ନଚ ବଲିଏ । କାରଣ ଶୋ'ର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିଜେ ଭାଇଜାନ ଓ ଏକ୍ସ କପଲଙ୍କ ଏଣ୍ଟ୍ରି ଶୋ'କୁ ଆହୁରି ମଜାଦାର କରୁଛି । ତେବେ ମଧୁରିମା ଓ ଏକ୍ସ ବଏଫ୍ରେଣ୍ଡ ବିଶାଲଙ୍କ ଡ୍ରାମା ଦେଖିବାକୁ ମିଳିଛି ଏହି ଶୋରେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/madhurimatuli

ପ୍ରକାଶଥାଉକି, ଶୋ'ର ଜଜ୍ ମଧୁରିମାଙ୍କୁ ଆଲିଙ୍ଗନ କରିବାକୁ ବିଶାଲଙ୍କୁ କହିଥିଲେ ମାତ୍ର ବିଶାଲ ମନା କରିଦେଇଥିଲେ । ପରେ କିନ୍ତୁ ମଧୁରିମା ଆସି ବିଶାଲଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ବିଶାଲ ବ୍ୟାକଷ୍ଟେଜକୁ ଚାଲିଯାଇଥିଲେ ।

କେବଳ ସେତିକି ନୁହେଁ ହୋଷ୍ଟ ମନିଷ ପଲ୍ ଦୁହିଁଙ୍କ ପ୍ରାକ୍ଟିସ୍ ଭିଡିଓ ଦେଖାଇଥିଲେ ଯେଉଁଥିରେ ବିଶାଲ, ମଧୁରିମାଙ୍କୁ ମାରିବେ ବୋଲି କହିଥିଲେ ଏହାପରେ ମଧୁରିମା ମଧ୍ୟ ତାଙ୍କୁ ମାରିବେ ବୋଲି କହିଥିଲେ । ସେଟରେ ସବୁବେଳେ ସେମାନଙ୍କ ଝଗଡା ଦେଖିବାକୁ ମିଳୁଛି । ତେବେ ଶୋ'ରେ ଏପରି ହାଇ-ଡ୍ରାମାଟିକ୍ ଏପିସୋଡ ଦେଖିବାକୁ ମିଳୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.