ETV Bharat / sitara

'ପାନି-ପାନି' ଗୀତରେ ମୋନାଲିସାଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଭାଇରାଲ - monalisa-dance-on-badshah-and-jacqueline

ଭାଇରାଲ ହେଉଛି ମୋନାଲିସାଙ୍କ ନୂଆ ଭିଡିଓ । 'ପାନି-ପାନି' ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

monalisa-dance-on-badshah-and-jacqueline-fernandez-song-pani-pani-video-viral
'ପାନି-ପାନି' ଗୀତରେ ମୋନାଲିସାଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଭାଇରାଲ
author img

By

Published : Jun 22, 2021, 10:41 PM IST

ନୂଆଦିଲ୍ଲୀ : ଭୋଜପୁରୀ ଏବଂ ଟିଭିର ଫେମସ ଅଭିନେତ୍ରୀ ମୋନାଲିସା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ଭିଡିଓ ଏବଂ ଫଟୋ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ଏବେ ମୋନାଲିସାଙ୍କ ଏକ ନୂଆ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବାଦଶାହ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନିକଟରେ ମୁକ୍ତିଲାଭ ଗୀତ 'ପାନି-ପାନି'ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ମୋନାଲିସା ଏକ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି ।

ମୋନାଲିସାଙ୍କ ଏହି ଭିଡିଓରେ ଏପର୍ଯ୍ୟନ୍ତ 90 ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଆଜିକାଲି ମୋନାଲିସା ଟିଭି ଶୋ 'ନମକ ଇସ୍କ କା'ରେ ନଜର ଆସୁଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.