ETV Bharat / sitara

ନୂଆ ମ୍ୟୁଜିକ ଭିଡିଓ ନେଇ ଫେରିବେ ମାହିରା-ପାରସ - ନୂଆ ମ୍ୟୁଜିକ ଭିଡିଓ ନେଇ ଫେରିବେ ମାହିରା-ପାରସ

ରିୟାଲିଟି ଶୋ ‘ବିଗବସ ସିଜନ 13’ର ପ୍ରତିଯୋଗୀ ରୂପେ ନଜର ଆସିଥିବା ମାହିରା ଶର୍ମା ଏବଂ ପାରସ ଛାବ୍ରାଙ୍କୁ ନେଇ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଏକାଠି ଦେଖିବାକୁ ମିଳିବ । ଏହି ମ୍ୟୁଜିକ୍ ଭିଡିଓର ନାମ ହେଉଛି 'ରଙ୍ଗ ଲଗାୟା' । ଅଧିକ ପଢନ୍ତୁ...

mahir-sharma-paras-chhabra-music-video-rang-lageya-teaser-launch
ନୂଆ ମ୍ୟୁଜିକ ଭିଡିଓ ନେଇ ଫେରିବେ ମାହିରା-ପାରସ
author img

By

Published : Mar 14, 2021, 10:45 PM IST

ନୂଆଦିଲ୍ଲୀ: ରିୟାଲିଟି ଶୋ ‘ବିଗବସ ସିଜନ 13’ର ପ୍ରତିଯୋଗୀ ରୂପେ ନଜର ଆସିଥିବା ମାହିରା ଶର୍ମା ଏବଂ ପାରସ ଛାବ୍ରାଙ୍କୁ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଏକାଠି ଦେଖିବାକୁ ମିଳିବ । ଏହି ମ୍ୟୁଜିକ୍ ଭିଡିଓର ନାମ ହେଉଛି 'ରଙ୍ଗ ଲଗାୟା' । ଉଭୟେ ଏହି ଗୀତଟିକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ସେମାନେ ଏହି ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିବାକୁ ଘୋଷଣା କରିଥିଲେ ।

ସଲମାନ ଖାନଙ୍କ ରିଆଲିଟି ସୋ ‘ବିଗବସ ସିଜନ 13’ ପରେ ମାହିରା ଏବଂ ପାରସ ଅନେକ ମ୍ୟୁଜିକ୍ ଭିଡିଓରେ ଏକାଠି ନଜର ଆସିଛନ୍ତି । ଏବେ ତାଙ୍କୁ ଆଉ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିବ । ଏହି ଗୀତକୁ ରୋଚକ କୋହଲି ଏବଂ ମୋହିତ ଚୌହାନ ଗାଇଥିବାବେଳେ ଏହି ଗୀତର ଲିରିକ୍ସ କୁମାର ଲେଖିଛନ୍ତି। ଏହି ଗୀତ ମାର୍ଚ୍ଚ 17 ରେ ସରେଗାମା ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ ହେବ ।

'ରଙ୍ଗ ଲାଗାୟା' ଗୀତର ଟିଜର ସେୟାର କରି ମାହିରା ଲେଖିଛନ୍ତି, "ରଙ୍ଗ ଲାଗାୟା ମାର୍ଚ୍ଚ 17 ରେ ସାରେଗାମା ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲଞ୍ଚ ହେବ। ମୁଁ ବହୁତ ଉତ୍ସାହିତ ଅଛି।

ପାରସ ମଧ୍ୟ ଏହି ଟିଜରକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପ୍ରକାଶ ଥାଉ ଯେ, ଉଭୟଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.