ETV Bharat / sitara

ବଧୂ ସାଜିଲେ ଲେଡି ଭିଲେନ୍ - ହର୍ଷ ସିମେର

'କସୈଟୀ ଜିନ୍ଦେଗୀ କି 2' ରେ ମଧ୍ୟ ଅଭିନୟ ଜରିଆରେ ସମସ୍ତଙ୍କୁ ହୃଦୟ ଜିତିଛନ୍ତି ସୋନ୍ୟା। ନିକଟରେ ସେ ତାଙ୍କ ପ୍ରେମିକ ହର୍ଷ ସିମେରଙ୍କ ସହ ଜୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଧିକ ପଢନ୍ତୁ...

ବଧୂ ସାଜିଲେ ଲେଡି ଭିଲେନ୍
ବଧୂ ସାଜିଲେ ଲେଡି ଭିଲେନ୍
author img

By

Published : Dec 14, 2019, 2:35 PM IST

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ 'କସୈଟୀ ଜିନ୍ଦେଗୀ କି' ସିରିଅଲ୍‌ର ଫେମ୍ ସୋନ୍ୟା ଅୟୋଧ୍ୟା । 'କସୈଟୀ ଜିନ୍ଦେଗୀ କି' 2ରେ ମଧ୍ୟ ଅଭିନୟ ଜରିଆରେ ସମସ୍ତଙ୍କୁ ହୃଦୟ ଜିତିଛନ୍ତି ସୋନ୍ୟା । ନିକଟରେ ସେ ତାଙ୍କ ପ୍ରେମିକ ହର୍ଷ ସିମେରଙ୍କ ସହ ଜୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ବିବାହରେ ସେ ରାଜସ୍ଥାନୀ ଲୁକରେ ନଜର ଆସିଥିଲେ। ସବୁଠାରୁ ଆକର୍ଷିତ ହୋଇଥିଲା ସେ ଆସିଥିବା ପାଲିଙ୍କି। ବିବାହ ଦିନ ସେ କମାଳ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ। ଅନ୍ୟପଟେ ହର୍ଷ ହ୍ବାଇଟ କଲରର ସେରବାନୀରେ ପିନ୍ଧିଥିଲେ। ଏହି ବିବାହ ଯୋଡାରେ ଦୁହେଁ ଖୁବ୍ ସୁନ୍ଦର ଲାଗୁଥିଲେ।

ବଧୂ ସାଜିଲେ ଲେଡି ଭିଲେନ୍

ଏଦୁହିଁଙ୍କ ବିବାହରେ ଟିଭି ଇଣ୍ଡଷ୍ଟ୍ରୀର ଅନେକ ନାମିଦାମି ଷ୍ଟାର ସାମିଲ ହୋଇଥିଲେ। ଏହାସହ 'କସୈଟୀ ଜିନ୍ଦେଗୀ କି 2' ରସମସ୍ତ ଷ୍ଟାରକାଷ୍ଟ ଏଥିରେ ସାମିଲ ହୋଇଥିଲେ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.