ETV Bharat / sitara

ଲିପଲକ କରି ପତ୍ନୀଙ୍କୁ ବର୍ଥଡେ’ ୱିଶ - ଜନ୍ମଦିନ ଶୁଭେଚ୍ଛା

ଭାଇରାଲ ହେଲା ହିତେନ ତେଜୱାନୀ ଓ ଗୌରୀ ପ୍ରଧାନଙ୍କ ଲିପ-ଲକ ଫଟୋ । ଯାହାକୁ ସୋସିଆଲ ମିଡିଆରେ ସେୟାର ଗୌରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହିତେନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିତେନ ତେଜୱାନୀ
author img

By

Published : Sep 16, 2019, 11:23 PM IST

ମୁମ୍ବାଇ: ଛୋଟ ପରଦାର କପଲ ହିତେନ ତେଜୱାନୀ ଓ ତାଙ୍କ ପତ୍ନୀ ଗୌରୀ ପ୍ରଧାନ ଫେମସ ରୋମାଣ୍ଟିକ କପଲ୍ସଙ୍କ ମଧ୍ୟରେ ଅନ୍ୟତମ । ଦୁଇଜଣ ଫ୍ୟାନ୍ସଙ୍କୁ ସବୁବେଳେ କପଲ ଗୋଲ୍ସ ମଧ୍ୟ ଦିଅନ୍ତି । ଦୁଇଜଣଙ୍କ ମଧ୍ୟରେ ବଣ୍ଡିଂ ଏବଂ କେମେଷ୍ଟ୍ରି ଜବରଦସ୍ତ । ହିତେନ 2004 ଏପ୍ରିଲ 29ରେ ଗୌରୀଙ୍କୁ ବିବାହ କରିଥିଲେ । ତେବେ ଠାରୁ ଏଯାବତ ଦୁଇଜଣ ହାପ୍ପି ମ୍ୟାରେଡ ଲାଇଫ ବିତାଉଛନ୍ତି ।

ଗୌରୀ ଆଜି ନିଜର 42ତମ ଜନ୍ମଦିନ ପାଳନ କରିବାରେ ଖୁବ୍ ବ୍ୟସ୍ତ । ପତ୍ନୀଙ୍କ ବର୍ଥଡେକୁ ଖାସ୍ କରିବାକୁ ଯାଇ ହିତେଶନ ଭିନ୍ନ ଅନ୍ଦାଜରେ ତାଙ୍କୁ ବର୍ଥଡେ ୱିଶ କରିଛନ୍ତି ।

ହିତେନ ସୋସିଆଲ ମିଡିଆରେ ଗୌରୀଙ୍କ ସହ ଏକ ଲିପ-ଲକ ଫଟୋ ସେୟାର କରିଛନ୍ତି । ଏହାସହ ସେ ଏକ ସୁନ୍ଦର ମେସେଜ ମଧ୍ୟ ଲେଖିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋରେ ହିତେନ ଲେଖିଛନ୍ତି, ‘ଏହି ଶାନଦାର ମହିଳା ଜୀବନର ଲାଇଫଲାଇନ । ଆମ ଜୀବନରେ ଆସିଥିବାରୁ ଧନ୍ୟବାଦ । ମୁଁ ଆଶା କରୁଛି କି ତୁମକୁ ଜୀବନରେ ସବୁକିଛି ମିଳୁ । ଆଜିଠାରୁ ମୁଁ ମୋ ଆଲମୀରା ସଫା ରଖିବାକୁ ଚେଷ୍ଟା କରିବି । ହାପ୍ପି ବର୍ଥଡେ ଜାନୁ, ଲଭ ୟୁ , ଭଗବାନ ତୁମକୁ ସବୁ ଖିସି ଦିଅନ୍ତୁ ।’

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.